ବଜ୍ରାଘାତରେ ମହିଳା ମୃତ

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ବଜ୍ରାଘାତ ରେ ମହିଳା ମୃତ ।ମୃତକ ମହିଳା ଜଣକ ହେଲେ ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା କାନକଟା ଗ୍ରାମର ଦମୟନ୍ତୀ ମଣ୍ଡଳ । ଆଜି ଅପରାହ୍ନ ରେ କାନକତା ନାକା ପଏଣ୍ଟ ନିକଟରେ ଘର କାମ ଲାଗି ଟ୍ରାକ୍ଟର ରୁ ଇଟା ଓହ୍ଲାଉ ଥିବା ବେଳେ ପୋଲିସ ବିଟ ହାଉସ ନିକଟରେ…

ଠାକୁରାଣୀ ଯାତ୍ରା ଅସ୍ଥାୟୀ ପୀଠରେ ମିଷ୍ଟାନ ଭୋଗ ବିକ୍ରୟ କେନ୍ଦ୍ର

ବାଲିଗୁଡା,17/୦୫ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ଏହି…

ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଏବେ ଜାତୀୟ ପ୍ରତିରକ୍ଷା ସିଦ୍ଧାନ୍ତର ଅଂଶ, ଆମେ ଏହି ହାଇବ୍ରିଡ୍ ଏବଂ ଛାୟା ଯୁଦ୍ଧକୁ…

ଭୁବନେଶ୍ୱର,(ପି.ଆଇ.ବି):-  ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ କେବଳ ସୁରକ୍ଷାର ବିଷୟ ନୁହେଁ, ଏହା ବର୍ତ୍ତମାନ ଜାତୀୟ ପ୍ରତିରକ୍ଷା ସିଦ୍ଧାନ୍ତର ଏକ ଅଂଶ ପାଲଟିଛି, ଏବଂ ଆମେ ଏହି ହାଇବ୍ରିଡ୍ ଏବଂ ଛାୟା ଯୁଦ୍ଧକୁ ମୂଳପୋଛ କରିଦେବୁ," ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ୧୬…

ଅପରେସନ୍ ସିନ୍ଦୂର’ର ସଫଳତା ନେଇ ଉତ୍ସବବ୍ରହ୍ମପୁରରେ ବିଶାଳ ତ୍ରିରଙ୍ଗା ବାଇକ୍ ଶୋଭା ଯାତ୍ରା

ବ୍ରହ୍ମପୁର.(ବିଚିତ୍ର ସାହୁ):- ଆତଙ୍କବାଦ ବିରୋଧୀ ଅଭିଯାନ 'ଅପରେସନ୍ ସିନ୍ଦୂର'ର ସଫଳତା ପରେ ଗୁରୁବାର ବ୍ରହ୍ମପୁରରେ ,ଭାରତର ବୀର ସୈନିକ ମାନଙ୍କୁ ସେମାନଙ୍କ ସାହାସିକ ପଦକ୍ଷେପ କୁ ସଂମାନ ଜଣାଇ ବ୍ରହ୍ମପୁରଠାରେ ଏକ ବିଶାଳ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି…

ଅପେରସନ ସିନ୍ଦୁରର ବିଜୟ ସେନାଙ୍କ ମନୋବଳ ବୃଦ୍ଧି ନେଇ କୁକୁଡାଖଣ୍ଡି ରେ ତ୍ରିରଙ୍ଗା ବାଇକ ଯାତ୍ରା

କୁକୁଡାଖଣ୍ଡି,(ଇ,ରଞ୍ଜନ):- କୁକୁଡାଖଣ୍ଡି ଭାରତର ଜମ୍ମୁ କଶ୍ମୀରର ପେହେଲଗାଁଓରେ ପାକିସ୍ଥାନର ଆତଙ୍କବାଦୀଙ୍କ ହିନ୍ଦୁ ପ୍ରତି ଅନ୍ୟାୟର ପ୍ରତିଫଳନ ବିଜୟ ହୋଇ ଥିବା ନେଇ ସରକାର ସ୍ୱଷ୍ଟି କରଣ କରିଥିଲେ l ଭାରତୀୟ ଙ୍କ ଉପରେ ଗୁଳି କରି ହତ୍ୟା କରିଥିବା ନେଇ ଭାରତ ପକ୍ଷରୁ ମଧ୍ୟ ଆତଙ୍କବାଦୀ…

ପ୍ରାକ୍ତନ ସମିତି ସଭ୍ୟଙ୍କୁ ଛେରା ବନ୍ଧୁକରେ ଆକ୍ରମଣ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ବୁଗୁଡ଼ା ଥାନା ଅନ୍ତର୍ଗତ ପାଙ୍ଗିଡି ଗ୍ରାମରେ ପ୍ରାକ୍ତନ ସମିତି ସଭ୍ୟ ସନ୍ତୋଷ କୁମାର ପାତ୍ର ଗୁରୁବାର ରାତିରେ ଜନୈକ ଅଜଣା ବ୍ଯକ୍ତି ଦ୍ବାରା ଛେରା ବନ୍ଧୁକ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୩୧୮/୨୫ରେ ଏକ…

ଭାରସାମ୍ୟ ହରାଇ ନାରିଙ୍ଗୀ ଘାଟିରେ ବୋଲେରୋ ଦୁର୍ଘଟଣା ଗସ୍ତ, ଡ଼୍ରାଇଭର ଗୁରୁତର

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ମୋହନା ଥାନା ନାରୀଙ୍ଗୀ ଘାଟିରେ ବୋଲେରୋ ଦୁର୍ଘଟଣା ଗସ୍ତ ହୋଇଛି l ଦୁର୍ଘଟଣାରେ ଡ଼୍ରାଇଭର ଗୁରୁତର ଭାବେ ଆହତ ହୋଇ ମୋହନା ମେଡିକାଲରେ ଭର୍ତ୍ତି ହୋଇଛନ୍ତି l ଦୁରୁତର ଡ୍ରାଇଭର ଜଣକ ହେଲେ, ଚନ୍ଦ୍ରଗିରି ଗାଁର ଶିବରାମ ବଡ଼କୁମର l…

ଚାଞ୍ଚଲ୍ୟ: ପ୍ରେମିକ ଓ ତାର ସହଯୋଗୀ ସହ ମିଶି ମା’କୁ ହତ୍ୟା କଲା ନାବାଳିକା ଝିଅ…ଦୁଇ ଗିରଫ ଝିଅ ଅଟକ

ଆର,ଉଦୟଗିରି;(ମନୋଜ ପାଢୀ):- ଗଜପତି ଜିଲ୍ଲାରେ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଖବର ହସ୍ତଗତ ହୋଇଛି.ପାରଳାଖେମୁଣ୍ଡି ସହରରେ ପ୍ରେମିକା ଓ ପ୍ରେମିକର ଅନ୍ୟ ଜଣେ ସହଯୋଗୀ ସହ ୩ ଜଣ ମିଶି ମାକୁ ନିର୍ମମ ଭାବେ ହତ୍ୟା କରିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା ପୋଲିସ ଆରକ୍ଷୀ…

ଦୁର୍ଘଟଣାରେ ଦୁଇ ଭାଇଙ୍କ ମତ୍ୟୁ ଘଟଣା ବୋଲେରୋ ଜବତ, ଡ୍ରାଇଭର ଅଟକ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ଗତ ମେ'୧୧ ତାରିଖ ରାତିରେ ବୁଗୁଡା-ଷୋଳମଇଲି ରାସ୍ତାରେ ଘଟିଥ‌ିବା ମର୍ମନ୍ତୁଦ ଦୁର୍ଘଟଣାରେ କାନସୁକା ଗ୍ରାମର ପଞ୍ଚୁ ନାଇକଙ୍କ ପୁଅ ଓମ୍ ପ୍ରକାଶ ନାଇକ(୧୬) ଓ ସନ୍ତୋଷ ନାଇକଙ୍କ ପୁଅ ଶୁଭ ନାଇକ (୧୮) ର ପ୍ରାଣହାନୀ ଘଟିଥିଲା I ଏନେଇ ସନ୍ତୋଷ ନାଇକଙ୍କ…

ବ୍ରହ୍ମପୁର ରେ ଚିକିତ୍ସାଧୀନ ଅବସ୍ଥାରେ ବିଷ ସଂକ୍ରମିତ ଝିଅଟି ପରେ ଏବେ ବାପାର ମୃତ୍ୟୁ।

ଆର,ଉଦୟଗିରି(ମନୋଜ କୁମାର ପାଢୀ):-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ପାରଳା ସାହି ର ଏକ ଘଟଣାରେ ଆଜି ସହରରେ ଦୁଃଖର ଲହରୀ ଖେଳି ଯାଇଛି।ନିଜ ବାପା ନିଜର ଦୁଇ ସନ୍ତାନଙ୍କୁ ବିଷ ଦେଇ ନିଜେ ବିଷ ପି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗତ କାଲି ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ 6 ବର୍ଷୀୟ ପୁଅ…
error: Content is protected !!