ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ କୁମାର ପାଢୀ):-ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ପି.ଅନ୍ତରଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ,ଆରକ୍ଷୀ…

ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା ରେ ପରିବା ବ୍ୟବସ୍ୟାୟୀ ସଙ୍ଘ ତରଫରୁ ପଞ୍ଚ ଠାକୁରାଣୀ ଙ୍କୁ ପୂଜାର୍ଚନା

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁର ସହର ରେ ମାଆଙ୍କ ଠାକୁରାଣୀ ଯାତ୍ରା ଆସନ୍ତା ମାସ ଆଠ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି | ବର୍ତ୍ତମାନ ମାଆ ପାଇଁ ପଞ୍ଚ ଠାକୁରାଣୀ କେଉଁଦିନ କେଉଁ ୱାର୍ଡ କୁ ନଗର ପରିଭ୍ରମଣ ରେ ଯାଉଛନ୍ତି, ଏବଂ ଲୋକମାନେ ତାଙ୍କରି ପାଦ ଧୋଇ…

ଅରବିନ୍ଦ ନଗର ମୁଖ୍ୟ ରାସ୍ତା ବିପଦପୂର୍ଣ୍ଣ , ଘଟୁଛି ଦୁର୍ଘଟଣା , ପ୍ରତିକାର ଦାବି

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ) ସ୍ଥାନୀୟ ମୁଖ୍ୟ ସଡକ ସହ ଅରବିନ୍ଦ ନଗରକୁ ସଂଯୋଗ କରୁଥିବା ରାସ୍ତାରେ ରହିଥିବା ଗାଢ ସ୍ଥାନୀୟ ବାସିନ୍ଦାଙ୍କ ସମେତ ଅନ୍ୟମାନଙ୍କ ପାଇଁ ସମସ୍ଯାର କାରଣ ପାଲଟିଛି । ଯାନବାହାନ ଧରି ସେହି ରାସ୍ତାରେ ଯିବାବେଳେ ଗାଢ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେବାକୁ…

ଗଜପତି ପୋଲିସ କୁ ମିଳିଛି ବଡ ସଫଳତା: ବୟସ୍କ ଦମ୍ପତ୍ତି ଙ୍କ ବେକରୁ ସୁନା ଗହଣା ଝାମ୍ପୀ ନେଉଥିବା ଲୁଟେରା ପୋଲିସ ହାତରେ…

ଆର,ଉଦୟଗିରି:(ମନୋଜ କୁମାର ପାଢୀ):- ଗଜପତି ପୋଲିସ ଜିଲ୍ଲାର ତିନିଟି ଥାନା ଅଂଚଳରେ ପୋଲିସ କୁ ଚକମା ଦେଖାଇ ବୟସ୍କ ଦମ୍ପତ୍ତି ମାନଙ୍କ ଠାରୁ ରାସ୍ତାରେ ସେମାନଙ୍କ ବେକରୁ ସୁନା ଗହଣା ଲୁଟି ନେଇ ଚାଲି ଯାଉଥିବା ଘଟଣାର ପର୍ଦ୍ଧା ଫାସ କରିବାରେ ଗଜପତି ପୋଲିସ ସଫଳ ହୋଇଥିବା ନେଇ ଗଜପତି…

ରାଜଧାନୀରୁତଡ଼ାହେବେବାଂଲାଦେଶୀନାଗରିକ

ଭୁବନେଶ୍ୱର,(ସଞ୍ଜୟ କୁମାର):- ଶୀଘ୍ର ଚିହ୍ନଟ ପାଇଁ କମିଶନରେଟ୍‌ ପୋଲିସର ପକ୍ରିୟା ଆରମ୍ଭ.ସମସ୍ତ ଥାନାକୁ ଅବଗତ କରାଇଲେ ଭୁବନେଶ୍ବର ଡିସିପିଏନେଇ ସବୁ ଥାନା ଅଧିକାରୀଙ୍କ ସହ ଆଲୋଚନାବାଂଲାଦେଶୀ ଭୁବନେଶ୍ବର ଆସି କ'ଣ କରୁଛନ୍ତି ଯାଞ୍ଚ ହେବଆବଶ୍ୟକ କାଗଜପତ୍ର ମଧ୍ୟ ଯାଞ୍ଚ ପାଇଁ ନିର୍ଦେଶ…

ହରିଆଣାର ନୁହରୁ ଆଉ ଜଣେ ପାକିସ୍ତାନୀ ‘ଗୁପ୍ତଚର’ ଗିରଫ

ଭୁବନେଶ୍ୱର,(ସଞ୍ଜୟ କୁମାର):- ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣା ପୋଲିସ ଏବଂ କେନ୍ଦ୍ରୀୟ ତଦନ୍ତ ଏଜେନ୍ସିଗୁଡ଼ିକ ନୁହରୁ ମହମ୍ମଦ ତାରିଫ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ଅଭିଯୋଗ ହୋଇଛି ଯେ ସେ ପାକିସ୍ତାନ ହାଇକମିଶନରେ ନିଯୁକ୍ତ ଦୁଇ କର୍ମଚାରୀଙ୍କୁ ହ୍ୱାଟ୍ସଆପ୍…

ଇବରଲୁଟ୍‌ରୋକିବ_ଇ-ଜିରୋ_FIR

ଭୁବନେଶ୍ୱର,(ସଞ୍ଜୟ କୁମାର):--ସାଇବର ଅପରାଧ ରୋକିବାକୁ MHAର ବଳିଷ୍ଠ ପଦକ୍ଷେପ-ଇ-ଜିରୋ FIR ବ୍ୟବସ୍ଥା ଆରମ୍ଭ କଲା ଗୃହ ମନ୍ତ୍ରାଳୟ.-ଟ୍ବିଟ୍‌ କରି ସୂଚନା ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ-ଦିଲ୍ଲୀରୁ ଇ-ଜିରୋ FIR ବ୍ୟବସ୍ଥାର ପାଇଲଟ ପ୍ରୋଜେକ୍ଟ ଶୁଭାରମ୍ଭ.-ନୂତନ ବ୍ୟବସ୍ଥା NCRP…

ଅଣ ନାଗରିକ ଓଡ଼ିଶାରେ ରହିବେ ନାହିଁ’ -ବାଂଲାଦେଶୀଙ୍କୁ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି

ଭୁବନେଶ୍ୱର,(ସଞ୍ଜୟ କୁମାର);--ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ-‘ଇଞ୍ଜିନିୟରିଂ ବିଭାଗ ଗୁଡ଼ିକ ସହ ଆଲୋଚନା ହୋଇଛି’-‘ବିଭିନ୍ନ ଏଜେନ୍ସିରେ କାମ କରୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯିବ-‘ସାରା ରାଜ୍ୟରେ ଚିହ୍ନଟ ପ୍ରକ୍ରିୟା କରାଯିବ’-‘କୌଣସି ଅଣ ନାଗରିକ ଓଡ଼ିଶାରେ…

ରିପୋର୍ଟ କାର୍ଡ ଦେବେ ଗଣଶିକ୍ଷା ମନ୍ତ୍ରୀ -ବର୍ଷ ପୂର୍ତ୍ତିରେ ରିପୋର୍ଟ କାର୍ଡ ଦେବ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର,(ସଞ୍ଜୟ କୁମାର):--ଏକ ବର୍ଷ ଭିତରେ ଶିକ୍ଷାରେ ସଂସ୍କାର ନେଇ ରିପୋର୍ଟ କାର୍ଡ ଆସିବ-ସରକାର ଆଣିଥିବା ଯୋଜନା ବାବଦରେ ଅବଗତ କରାଯିବ-ଏନେଇ ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ.

ଗଣ ଦୁଷ୍କର୍ମ ମାମଲା ର ସାମ୍ବାଦିକ ସମ୍ମିଳନୀ

ବାଲିଗୁଡା : ୧୯/୦୫କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ପୋଲିସ୍ ପକ୍ଷରୁ ଏକ ଗଣ ଦୁଷ୍କର୍ମ ମାମଲା ର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଏସଡିପିଓ ରାମେନ୍ଦ୍ର ପ୍ରସାଦ । ସୂଚନା ମୁତାବକ ବାଲିଗୁଡ଼ା ଥାନାର ବାରଖମା ଫାଣ୍ଡି ଅଞ୍ଚଳର ଜଣେ ଝିଅ ବାଲିଗୁଡ଼ା ପାର୍କକୁ ବୁଲିବାକୁ ଆସୁଥିବା…
error: Content is protected !!