ଇବରଲୁଟ୍‌ରୋକିବ_ଇ-ଜିରୋ_FIR

ଭୁବନେଶ୍ୱର,(ସଞ୍ଜୟ କୁମାର):-
-ସାଇବର ଅପରାଧ ରୋକିବାକୁ MHAର ବଳିଷ୍ଠ ପଦକ୍ଷେପ
-ଇ-ଜିରୋ FIR ବ୍ୟବସ୍ଥା ଆରମ୍ଭ କଲା ଗୃହ ମନ୍ତ୍ରାଳୟ.
-ଟ୍ବିଟ୍‌ କରି ସୂଚନା ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
-ଦିଲ୍ଲୀରୁ ଇ-ଜିରୋ FIR ବ୍ୟବସ୍ଥାର ପାଇଲଟ ପ୍ରୋଜେକ୍ଟ ଶୁଭାରମ୍ଭ.
-ନୂତନ ବ୍ୟବସ୍ଥା NCRP କିମ୍ବା 1930ରେ ଦାଖଲ ସାଇବର ଆର୍ଥିକ…
-… ଅପରାଧକୁ ସ୍ୱୟଂଚାଳିତ ଭାବରେ FIRରେ ପରିଣତ କରିବ
-ଇ-ଜିରୋ FIR ପାଇଁ ପ୍ରାରମ୍ଭିକ ଭାବେ ୧୦ ଲକ୍ଷ ପର୍ଯ୍ୟନ୍ତ ସୀମା
-ନୂତନ ବ୍ୟବସ୍ଥା ସାଇବର ଅପରାଧୀଙ୍କୁ ଧରିବାକୁ ସହଜ କରିବ
-ଏହି ନୂତନ ବ୍ୟବସ୍ଥାକୁ ଶୀଘ୍ର ଦେଶରେ ବିସ୍ତାର କରାଯିବ-

Smart Computer Ad
You might also like
error: Content is protected !!