ରାଜଧାନୀରୁତଡ଼ାହେବେବାଂଲାଦେଶୀନାଗରିକ Uncategorized By News Nerve Posted On May 20, 2025 Share ଭୁବନେଶ୍ୱର,(ସଞ୍ଜୟ କୁମାର):- ଶୀଘ୍ର ଚିହ୍ନଟ ପାଇଁ କମିଶନରେଟ୍ ପୋଲିସର ପକ୍ରିୟା ଆରମ୍ଭ.ସମସ୍ତ ଥାନାକୁ ଅବଗତ କରାଇଲେ ଭୁବନେଶ୍ବର ଡିସିପିଏନେଇ ସବୁ ଥାନା ଅଧିକାରୀଙ୍କ ସହ ଆଲୋଚନାବାଂଲାଦେଶୀ ଭୁବନେଶ୍ବର ଆସି କ’ଣ କରୁଛନ୍ତି ଯାଞ୍ଚ ହେବଆବଶ୍ୟକ କାଗଜପତ୍ର ମଧ୍ୟ ଯାଞ୍ଚ ପାଇଁ ନିର୍ଦେଶ Share