ମୌସୁମୀ ଖେଳୁଛି ଲୁଚକାଳି , ଗରମଠୁ ବଳିଯାଉଛି ଗୁଳୁଗୁଳି

ବୁଗୁଡା,(ସୋରେନ କୁମାର ପ୍ରଧାନ):- ଜୁନ୍ ମାସ ଆରମ୍ଭ ଗଲାଣି , ମୌସୁମୀର ଦେଖା ନାହିଁ , ତାପମାତ୍ରା କମିବାର ନାଁ ଧରୁନି । ବୁଗୁଡା ଅଞ୍ଚଳରେ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ସକାଳ ଦଶଟା ବେଳକୁ ପ୍ରଚଣ୍ଡ ଖରା ହେଉଛି । ମଧ୍ୟାହ୍ନ ବେଳକୁ ରାସ୍ତାଘାଟ ଏକ…

ନିଉ ଏରା ପବ୍ଲିକ ସ୍କୁଲକୁ ମିଳିଲା ପ୍ରକୃତି ମିତ୍ର ପୁରସ୍କାର

ବୁଗୁଡ଼ା(ସୋରେନ କୁମାର ପ୍ରଧାନ):- ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିୟୁ ଏରା ପବ୍ଲିକ ସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି। ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷା ସଦନରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଓଡ଼ିଶାର ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ…

ଗାଡିଆରେ ବୁଡି ୧୦ ବର୍ଷର ଝୀଅର ମୃତ୍ୟୁ।

ଆର,ଉଦୟଗିରି(ମନୋଜ ପାଢୀ):- ଏପରି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ତବାରସିଂ ଗ୍ରାମରେ। ଲୋକଙ୍କ କହିବା ଅନୁସାରେ ସେହି ଗ୍ରାମର ଈଶ୍ବର ବଡରଇତଙ୍କ ଝୀଅ ଆରତି ବଡରଇତ ଯାହାର ବୟସ ପ୍ରାୟ ୧୦ ବର୍ଷ। ନିଜ ଗାଁର ସାଙ୍ଗ ସାଥିଙ୍କ ସହ ଗାଁ…

ପୁରୁଷୋତ୍ତମପୁର ବ୍ଳକ ପ୍ରାଥମିକ ଶିକ୍ଷକ ସଙ୍ଘ ଏ ୟୁ ପି ଟି ଏଫ ର ଦାବିପତ୍ର ପ୍ରଦାନ

ପୁରୁଷୋତ୍ତମ‌ପୁର,(ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟଳୟ ରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ବିଭିନ୍ନ ଦାବି ପୂରଣ ସକାଶେ , (ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ବ୍ଳକ ଗୋଷ୍ଟି ଶିକ୍ଷା ଧିକାରୀଙ୍କ ଜରିଆରେ ଦାବିପତ୍ର | …

ସ୍ୱାସ୍ଥ୍ୟ ବିଭାଗର ଅବହେଳା ଦେଖିବାକୁ ମିଳୁଛି ରାୟଗଡ଼ ବ୍ଲକ୍ ର ଗଙ୍ଗାବାଡ ଗ୍ରାମରେ ।

ଆର,ଉଦୟଗିରି( ମନୋଜ ପାଢୀ):- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଗଙ୍ଗାବାଡ ଠାରେସ୍ୱାସ୍ଥ୍ୟ ବିଭାଗର ଅବହେଳା ଦେଖିବାକୁ ମିଳୁଛି।ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗ ପ୍ରତି ଅତି ଗୁରୁତ୍ତର ଦେଉଥିବା ବେଳେ ଦାଇତ୍ପରେ ଥିବା କର୍ମଚାରୀ ଙ୍କ କୋଠୀ ନା କୋଠୀ ଅବହେଳାର ଦୃଶ୍ୟ ଦେଖିବାକୁ…

ମୋହନା ବନବିଭାଗ ପକ୍ଷରୁ ବିଶ୍ଵ ପରିବେଶ ଦିବସ ଆଡମ୍ବର ପାଳନ

ଆର,ଉଦୟଗିରି(ମନୋଜ ପାଢୀ):- ଗଜପତି ଜିଲା ମୋହନା ଏବଂ ଚନ୍ଦ୍ରଗିରି ବନ ବିଭାଗ ପକ୍ଷରୁ ଆଜି ବିଶ୍ୱ ପରିବେଶ ଦିବସ ଆଡମ୍ବର ସହ ପାଳନ ହୋଇଛି। ଏହି ଦିବସରେ ବନ ବିଭାଗ ଗଜପତି ଜିଲ୍ଲା ମୋହନା ବ୍ଲକ ରେ ଥିବା ଦୁଇଟି ପର୍ଯ୍ୟଟନ ସ୍ଥଳ ଖସଡ଼ା ଏବଂ ଜିରାଙ୍ଗ ବୁଦ୍ଧ ମନ୍ଦିର ପରିସର ସଫେଇ ସହ…

ରାମଗିରି ବନାଞ୍ଚଳ ତରଫରୁ ଆଜି ବିଶ୍ବ ପରିବେଶ ଦିବସ ପାଳିତ ।

ଆର,ଉଦୟଗିରି(ମନୋଜ ପାଢୀ):- ଗଜପତିଜିଲ୍ଲା ରାମଗିରି ବନାଞ୍ଚଳ ଅଧିକାରୀ ପିୟୂଷ ପଟନାୟକଙ୍କ ଅଧ୍ୟକ୍ଷତାରେ ରାମଗିରି ସ୍ଥିତ ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି ବିଶ୍ବ ପରିବେଶ ଦିବସ ୨୦୨୫। ଏହି କାର୍ଯ୍ୟକ୍ରମରେ ରା ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣଶବର…

ଅଭିଶପ୍ତ ଜୀବନ କାଟୁଛନ୍ତି ଦୁର୍ଗମ ରୁବାଲ ଗ୍ରାମବାସୀ । 

ଆର,ଉଦୟଗିରି(ମନୋଜ ପାଢୀ):- ଦୁର୍ଗମ ରୁବାଲ ଗ୍ରାମକୁ ବିକାଶ ଅପହଞ୍ଚ ଅଭିଶପ୍ତ ଜୀବନ କାଟୁଛନ୍ତି ଗ୍ରାମବାସୀ ରାସ୍ତା ଆବାସ ସ୍ଵାସ୍ଥ୍ୟ ବିଦ୍ୟୁତ୍ ଶିକ୍ଷା ଏଠି ସାତ ସପନ ଆଜି ଯାଏ ସରକାରୀ ବାବୁଙ୍କ ପାଦ ପଡିନି ରୁବାଲ୍ ଗାଆଁ ରେ ବାରମ୍ବାର ଅଭିଯୋଗ ପରେ ବି ମିଳୁନି ମୌଳିକ…

ଗଞ୍ଜାମ,ଛାତ୍ରପୁରରେ ୧୨ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବ୍ରହ୍ମପୁର,(ଏସଏମପି):- ଓଡ଼ିଶାର ଶିଳ୍ପ ମାନଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ପାଇବ । ଛାତ୍ରପୁରରେ ୧୨ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି କହିଛନ୍ତି ।ଏହି ପ୍ରକଳ୍ପ ମାଧ୍ୟମରେ ଜିଲ୍ଲାରେ ୨୮, ୦୮୪ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ…

ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ନଗର ଭ୍ରମଣ ର ଶେଷ ଦିନରେ ବଜାର ସାହି ଆଚାର୍ଯ୍ୟ କଲୋନୀ କୁ ଆଗମନ

ବାଲିଗୁଡା, ୦୪/୦୬ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ବୁଧବାର ୩୦ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣର ଆଜି ଶେଷଦିନ ଥିଲା, ଏହି ପରିପ୍ରେକ୍ଷୀରେ ଶୁକ୍ରବାର ୬ ତାରିଖ ଦିନ ମା' ମାନେ ନିଜ ନିଜ ପୀଠ କୁ…
error: Content is protected !!