ତେବେ ଫେରିଯାଅ’, ପାକିସ୍ତାନୀ ନାଗରିକଙ୍କୁ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ଉତ୍ତର; ଭିସା ବାତିଲ ବିରୋଧରେ ଆବେଦନ…

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦୀର୍ଘକାଳୀନ ଭିସାରେ ଗୋଆରେ ରହୁଥିବା ଜଣେ ପାକିସ୍ତାନୀ ନାଗରିକଙ୍କ ଆବେଦନର ଶୁଣାଣି କରିଥିଲେ। ପାକିସ୍ତାନୀ ନାଗରିକଙ୍କ ଓକିଲ କହିଛନ୍ତି ଯେ ଆବେଦନକାରୀ 2016 ମସିହାରୁ ଗୋଆରେ ରହୁଛନ୍ତି, କିନ୍ତୁ ଗୋଟିଏ ଦିନ କେନ୍ଦ୍ର ସରକାର…

ମୋହନା ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ ପାଢୀ):- ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତି ଯୋଗିତା ରେ ମୋହନା ବ୍ଲକ ର ୯ ଟି ମହିଳା ସ୍ଵୟଂ ସହାୟକ…

ମାଙ୍କୁ ଦର୍ଶନ କଲେ ମୋହନ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିଲେ l ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ବ୍ରହ୍ମପୁର ଆସି ଫେରିଛନ୍ତି l ଲାଞ୍ଜିପଲ୍ଲୀ ଠାରେ ଅନୁଷ୍ଠିତ ହେଉଥିବା ମା ତାରା ଦେବୀଙ୍କ ଯାତ୍ରାରେ ମୁଖ୍ୟମନ୍ତ୍ରୀ…

କୁଞ୍ଜବନ ମୋଟାବାଡି ରାସ୍ତାର ଅବସ୍ଥା ଶୋଚନୀୟ , ପ୍ରତିକାର ଦାବି 

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ବୁଗୁଡା ବ୍ଲକ ଅନ୍ତର୍ଗତ କୁଞ୍ଜବନ ଗାଁଠାରୁ ମୋଟାବାଡି ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଅନେକ ସ୍ଥାନରେ ପାଣି ଜମି ରହୁଛି। ଫଳରେ ଲୋକଙ୍କ ଯାତାୟାତରେ ଘୋର ଅସୁବିଧା ହେଉଛି। ପୂର୍ବରୁ…

ଦୀର୍ଘ 8 ଘଣ୍ଟା ପରେ ପଥର ସନ୍ଦିରୁ ଉଦ୍ଧାର ହେଲେ ନାବାଳକ ହାତ

ଆର,ଉଦୟଗିରି(ମନୋଜ ପାଢୀ):- ଦୀର୍ଘ ଆଠ ଘଣ୍ଟା ପରେ ନାବାଳକ ର ହାତ ବାହାରିଲା ପଥର ସନ୍ଦୀରୁ। ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକର ଛେଳିଗଡ଼ ପଞ୍ଚାୟତ ଅନ୍ତର୍ଗତ ତିଳିଗାଆଁ ଗ୍ରାମର ହରିଶ୍ଚନ୍ଦ୍ର ବେହେର୍ଦଳାଇଙ୍କ ପୁଅ ଶ୍ରୀହରୀ ବେହେର୍ଦଳାଇ ବୟସ 15 ସବୁଦିନ ଭଳି ଗାଁ ନିକଟସ୍ଥ…

ବୀର ବଜରଙ୍ଗୀ କ୍ଳବ୍ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ

ବୁଗୁଡ଼ା(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କାନସୁକା ଗ୍ରାମର ବୀର ବଜରଙ୍ଗୀ କ୍ଳବ୍ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାନସୁକା ଗ୍ରାମର ସନ୍ତୋଷୀ ମନ୍ଦିର ଠାରୁ ସେହି ଗ୍ରାମର ସ୍କୁଲ ପର୍ଯ୍ୟନ୍ତ ରାସ୍ତାକଡ଼ରେ ଲଟାବୁଦା ହୋଇ ବର୍ଷା ହେଲେ ପାଣି…

କଣ୍ଟିଲୋ ରେ ବିଜେପି ର ଜିଲ୍ଳା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

  ନୟାଗଡ,(ପ୍ରଭାକର ଶିରୋମଣି):-   ଭାରତୀୟ ଜନତା ପାର୍ଟି ର ନୟାଗଡ ଜିଲ୍ଲା ସ୍ତରୀୟ ଏକ କର୍ମଶାଳା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ସ୍ଥିତ କଂସା ପିତ୍ତଳ ସୁବିଧା କେନ୍ଦ୍ର ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି l  ଆୟୋଜିତ ଏହି…

ରାଜସ୍ବ ବିଭାଗୀୟ କମିଶନର କାର୍ଯ୍ୟାଳୟ ର ତିନିଜଣିଆ ଟିମ ମୋହନା ସ୍ଥିତ ମିଶନ ଶକ୍ତି ମହିଳା ଙ୍କ ସହ ଆଲୋଚନା

ଆର,ଉଦୟଗିରି,(ମନୋଜ ପାଢୀ):- ଦକ୍ଷିଣ ଓଡିଶା ରାଜସ୍ବ ବିଭାଗୀୟ କମିଶନର କାର୍ଯ୍ୟାଳୟ ର ଏକ ୩ ଜଣିଆ ଟିମ୍ ମୋହନାସ୍ଥିତ ମିଶନଶକ୍ତି ର ମହିଳାମାନଙ୍କ ସହ ଆଲୋଚନା କରିଛନ୍ତି | ମହିଳାମାନେ କିଭଳି ସ୍ୱାବଲମ୍ବୀ ହୋଇ ପାରୁଛନ୍ତି ତାହା ପଚାରି ବୁଝିଥିଲେ। ମୋହନା ରେ ଥିବା ତିନୋଟି ସ୍ୱୟଂ…

ଆର, ଉଦୟଗିରି ବନାଞ୍ଚଳରେ ବିଶ୍ବ ପରିବେଶ ଦିବସ ପାଳିତ

ଆର,ଉଦୟଗିରି,(ମନୋଜ ପାଢୀ):- ଗଜପତି ଜିଲ୍ଳା ଆର, ଉଦୟଗିର ବନାଞ୍ଚଳ ପରିସର ମଧ୍ୟରେ ରା ଉଦୟଗିରି ବନାଞ୍ଚଳ ଅଧିକାରୀ ଉମାଶଙ୍କର ବିଶୋଇ ଙ୍କ ତତ୍ବାବଧାନରେ ପାଳିତ ହୋଇଛି ବିଶ୍ବ ପରିବେଶ ଦିବସ ୨୦୨୫ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି ଏକ ସଚେତନତା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ବନାଞ୍ଚଳ…

ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ବ୍ଳକ ସ୍ଥରୀୟ ବୈଠକ

ବ୍ରହ୍ମପୁର, 06/06/2025- ଓଡିଶା ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଗଂଜାମ ଜିଲ୍ଲା ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଳକର ଏକ ସାଧାରଣ ବୈଠକ କନିଷି ଠାରେ ବ୍ଲକ ସଭାପତି କେ.କୃଷ୍ଣମୂର୍ତ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲା ସଂପାଦକ ପ୍ରଦୀପ କୁମାର…
error: Content is protected !!