ଜନଗଣନା ପ୍ରକ୍ରିୟା ଆଗକୁ ସ୍ପଷ୍ଟ ହେବ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ରାଜ୍ୟରେ ଜନଗଣନା ନେଇ ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣଙ୍କ ସୂଚନା
‘କେଉଁ ପ୍ରକିୟାରେ ଚାଲିବ ଆଗକୁ ସ୍ପଷ୍ଟ କରାଯିବ’
ଜନଗଣନା ଆରମ୍ଭ ଓ ଶେଷ ନେଇ ସମୟ ସାରିଣୀ ମଧ୍ୟ ବାହାରିବ’
ଜନଗଣନା ପାଇଁ କେତେ ଦିନ ଲାଗିବ ଏବେଠୁ କହି ହେବନି’
‘ବିଜ୍ଞପ୍ତି ପ୍ରକାଶ ପାଇଛି, ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିବି’
ସମସ୍ତ ଜିଲ୍ଲାପାଳ ଓ ସମ୍ପୃକ୍ତ ଅଧିକାରୀଙ୍କ ଦ୍ବାରା କାର୍ଯ୍ୟ ସମାପନ ହେବ

You might also like
error: Content is protected !!