ନୂଆପଡ଼ା ପଶୁ ଚିକିତ୍ସାଳୟରେ ଚାଷୀଙ୍କୁ ପଶୁ ଖାଦ୍ୟ ବଣ୍ଟନ

ଚିକିଟି l ଗଞ୍ଜାମ ଜ଼ିଲ୍ଲା l ଜଗନ୍ନାଥ ନାୟକ ll ବାତ୍ୟା ଅନ୍ତ ପ୍ରଭାବର ପ୍ରଭା ବିତ ପଶୁ ସମ୍ପଦର ସୁରକ୍ଷା ଓ ଗୋପାଳଜନକୁ ସହାୟତା ଯୋଗାଇଦେବା ଉକେଶ୍ୟରଚ଼ିକିଟି ବ୍ଲକନୂଆପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗ୍ରାମରେ ପଶୁଖାଦ୍ୟ ବଣ୍ଟନ କରାଯାଇଛି ଏହି କାର୍ଯ୍ୟକ୍ରମରେ ଚାଷୀଙ୍କୁ ପଶୁଖାଦ୍ୟ ଯୋଗାଇ ଦିଆଯାଇଥିଲା ନୂଆପଡ଼ା ପଶୁଚିକିତ୍ସଳୟରେ ସରରେ ଆୟଜିତ ଏହି ବଣ୍ଟନ କାର୍ଯ୍ୟକ୍ରମରେ ପଶୁ ଚିକିତ୍ସକ ସୌମିକସ୍ୱାଇଁ ଏସ୍ କେ ରେଡ୍ଡୀ ଏଲ୍ଟି ଦିଲ୍ଲୀପ ସୁର ସୃଂଘା ଓ ମୈତ୍ରୀ ଗୌରାଙ୍ଗ ପ୍ରଧାନଭଉସ୍ଥିତ ରହି ଚାଷୀମାନଙ୍କୁ ପଶୁଖାଦ୍ୟ ବଣ୍ଟନ କରିଥିଲେ ବାତ୍ୟା ପରବର୍ତ୍ତୀ ସମୟରେ ଗୃହାଳତ ପଶୁଙ୍କ ଖାଦ୍ୟ ଭାବ ଦୂର କରିବା ଦିଗରେ ଏହି ସହାୟତା ଚାଷୀଙ୍କ ପାଇଁ ଉପାଦେୟ ହେବ ବୋଲି ଆଶା ପ୍ରକାଶ ପାଇଛି

Smart Computer Ad
You might also like
error: Content is protected !!