ଭୁବନେଶ୍ୱରରେ ୨୨୯ ଗ୍ୟାସ୍ ସିଲିଣ୍ଡର ଜବତ ଓଡ଼ିଶା By News Nerve Posted On Oct 31, 2026 Share ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଭୁବନେଶ୍ୱରରେ କଳିଙ୍ଗ ବିହାରରେ ଯୋଗାଣ ବିଭାଗ ଓ କମିଶନରେଟ୍ ପୋଲିସର ମିଳିତ ଚଢ଼ାଉ। BPCL, HPCL ଓ ଇଣ୍ଡିଆନ୍ ଅଏଲ୍ର ୨୨୯ଟି ସିଲିଣ୍ଡର ସହ ସିଲ୍ ଜବତ। ତେବେ ଖୋର୍ଦ୍ଧା ସହର ଓ ଗ୍ରାମାଞ୍ଚଳରେ ଚାଲିଥିବା ଚୋରା ଗ୍ୟାସ୍ କାରବାର ଉପରେ କେବେ ହେବ ଅଚାନକ ଚଢ଼ାଉ? Share