ଚିକିଟି,(ଜଗନ୍ନାଥ ନାୟକ):-
ଗଞ୍ଜାମ ଗଜପତି ସିଲ ଯୋଗାଯୋଗ ବିଛିନ୍ନ ଚାରିଆଡ଼େ ମହାସମୁଦ୍ର ଶହ ଶହ ହେକ୍ଟର ଧାନ ଫସଲ ଜଳମଗ୍ନଚିକିଟି ଗଞ୍ଜାମ ଜଗନ୍ନାଥ ନାୟକଚିକିଟି ଗଞ୍ଜାମଅର୍ଣ୍ଣବ ବାତ୍ୟାର – ଭାବରେ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଚିକିଟି ପାତ୍ରପୁରୁ ବ୍ଳକର ପ୍ରକୃତି ତାଣ୍ଡବ ଦେଖିବାକୁ ମିଳୁଛି ସେହିପରି ଦିଗପହଣ୍ଡି ଓ ସାନଖେମଣ୍ଡି ଦିର୍ଘ ସମୟ ଅବିଶ୍ରାନ୍ତ ବର୍ଷା ସାଙ୍ଗକୁ ପ୍ରଚଣ୍ଡ ପବନରେ ଚ଼ିକି ଟି ପାତ୍ରପୁରୁଉଭୟ ଜନଜୀବନ ସମ୍ପୁର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ି ଯେଉଁଆଡ଼େ ଚାହିଁବ ସମୁଦ୍ର ନୁହେଁ ମହାସମୁଦ୍ର ହୋଇଥିବା ବେଳେ ଅନେକ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ି ଶହ ଶହ ହେକ୍ଟର ଧା ନଫସଲରେ ଅର୍ଣ୍ଣବ ତାଣ୍ଡବରେ. ବୁଡ଼ି ରହିଛ ଦୃଷ୍ଟିରେ ରଖି ଗଞ୍ଜାମରୁ ଗଜପତି ଜିଲ୍ଲାକୁ ତତ୍ପପାଣି ଦେଇଥିବା ରାସ୍ତାକୁ ପ୍ରଶାସନ ପକ୍ଷ୍ୟରୁ ସିଲ କରାଯାଉଛି ଚିକିଟି ନିର୍ବାଚନ ମଣ୍ଡଳିରେ ପ୍ରବଳ ବର୍ଷା ଓ ପବନରେ ବଡ଼ ବଡ଼ ଗଡ ଛଭପୁଡିବାସହ ବିଦ୍ୟୁତ ତାର ଛଣ୍ଡିଯାଇଛି ବିଦ୍ୟୁତବନ୍ଦ ରହିବା ସହ ପାନୀୟ ଜଳ ଯୋଗାଣ ଓମବାଇଲ ନେଟ ୱକ ସେବା ମଧ୍ୟ ବନ୍ଦ ରହିଛି ଏହା ଦ୍ଵାରା ଲୋକେ ବହୁତ ଦୁର୍ଦଶା ଭୋଗୁଛନ୍ତି ଚିକିଟି ପେଣ୍ଠ ପଦ୍ମନଗରରେ ଗୁହାଳ କାନ୍ଥ ଭୁଶୁଡ଼ି ଗୋଟିଏ ଗାଇର ମୃତ୍ୟୁ ହୋଇଛି ସେହିପରି ନୂଆପଡ଼ା ନିକଟସ୍ଥ ପତ୍ର ଚୁଡ଼ି ଗ୍ରାମରେ ଗୁହାଳ ଭାଙ୍ଗି ଗୋ ଟେ ଗାଇ ମୃତ୍ୟୁବରଣ କରିଛି ଆଉ କେତେ ମାଡ଼ ବାଜିଛିକଳବାଡ଼ ପଞ୍ଚାୟତର ମଇସାନପୁରୁଚ଼ିଲଡ଼ି ପାଣ୍ଡିରି ପାର୍ସିମା ଓଖରଖରିଆ ଏମିତି ବହୁତଗାପାଣି ଘେରର ଅଛନ୍ତି କେଉଁଠାରେ ନାଳ ପାଣି ପଶିଛି କାହାର କାନ୍ଥ ଭୁଶୁଳି ପଡିଛି କାହାର କଚା ଘର ମାଡ଼ିବସିଛି ପରିବାର ରାତିସାରା ଆତଙ୍କିତ ହୋଇ ରାତି ବିତାଇଛନ୍ତି ତେଣ୍ଟିଆ ପଢ଼ା ନିକଟରେ ବାହୁଦା ନଦିଓ କଣ୍ଟେଇ ଯଡ଼ି ନଦୀର ଜଳ ସ୍ତର ବୃଦ୍ଧିପାଇ ରାସ୍ତା ଉପରେ ପାଣି ପ୍ରବାହିତ ହେବାର ଦେଖିବାକୁ ମିଳୁଛି ଏବେ ବି କେତେ ସ୍ଥାନ ଜଳମଗ୍ନରେ ବୁଡ଼ି ରହିବାର ଦେଖିବାକୁ ମିଳୁଛି ସେହିପରି ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ରେ ମଧ୍ୟ କେତେ ସ୍ଥାନ ଜଳମଗ୍ନରେ ବୁଡ଼ି ରହିବାର ଦେଖିବାକୁ ମିଳୁଛି
