ଚ଼ିକିଟି | ଗଞ୍ଜାମଜ଼ିଲ୍ଲା | ଜଗନ୍ନାଥ ନାୟକ || ଅର୍ଣ୍ଣବ ବାତ୍ୟା ଅର୍ଣ୍ଣବପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲ ରେ ବନ୍ୟା ପରିସ୍ଥିତି ସାଂଘାତିକ ରୁପ ନେକରିଛି ଚିକିତି ବ୍ଲକ ପାତ୍ରା ପୁରୁ ବ୍ଲକ ବିଗପଣ୍ଡି ନିର୍ବାଚ଼ନ ମଣ୍ଡଳି ସାନ ଖେମୁଣ୍ଡି ଅଞ୍ଚଳରେ ଅର୍ଣ୍ଣବ ରଚିଛି ମହାସମୁଦ୍ର ବିଶେଷ କରି ଚିକିଟି ଏବଂ ପାତ୍ର ପୁରୁ ଅଞ୍ଚଳରେ ବାହୁଦା ନଦିଅନ୍ତଗତ ବହୁ ଗ୍ରାମରେ ବାହୁବା ନଦୀର ବନ୍ୟାଜଳ ପ୍ରବେଶ କରିବା ଫଳରେ ଗାଁର ଚତଚୁପାର୍ଶ୍ଵରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି ଏବଂ ସାଧାରଣ ଜନ ଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି ଚିକିଟି ପାତ୍ରପୁରୁ ଅଧିକାଶଗ୍ରାମରେ ବାହୁଦାନଦୀର ବନ୍ୟାଜଳ ଗ୍ରାମବାସିଙ୍କୁ ଆଶଙ୍କା ବଢ଼ାଇଛି ଲଗାଣ ବର୍ଷା ଓ ପର୍ବତମାଳା ଅଞ୍ଚଳରୁ ଆସୁଥିବା ପାଣି ଯୋଗୁଁ ବାହୁନା ନଦୀର ଜଳସ୍ତର ବିପଦ ସଙ୍କେତ ଆଡ଼କୁ ଗତି କରୁଛି ଅଧିକାଶଗ୍ରାମରେ ଘରଦ୍ଵାର ଏବଂ ରାସ୍ତା ଘଟ ନିକଟରେ ବନ୍ୟାଜଳ ଗ୍ରାମ ଭିତପଶି ଅସ୍ଥବସ୍ତ କରିଦେଇଛି ଏବଂ ବନ୍ୟାଜଳ ଜମି ରହିଥିବାରୁ ଲୋକଙ୍କ ଦୈନନ୍ଧି ନ କାର୍ଯ୍ୟକ୍ଷମତା ବାଧାପ୍ରାପ୍ତ ହୋଇଛି ଦରଠାତ ନଦୀର ବନ୍ୟାଜଳ ଜନବସତି ମଧ୍ୟକୁ ପଶି ଆସିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ଆଶଙ୍କା ଦେଖାଦେଉଛି ବନ୍ୟା କବଳରୁ ରକ୍ଷ୍ୟା ପାଇବା ପାଇଁ ପାରମ୍ପରିକ କମାରୁ ଉସାଣି ପ୍ରଥପ୍ରକୃତି ଉପରେ କାହାରି ନିୟନ୍ତ୍ରଣ ନଥିବା ବେଳେ ଏହି ଭୟକରି ବନ୍ୟା ବିପଦରୁ ଗାଁକୁ ରକ୍ଷ୍ୟା କରିବାପାଇଁ ଗ୍ରାମବାସୀ । ମାନେ ନିଜର ପାରମ୍ପରିକ ଲୋକ ବିଶ୍ୱାସର ଆଶ୍ରୟ ନେଇଛନ୍ତି ପାରମ୍ପରିକ ଅନୁଯାଇ ବନ୍ୟା କୋପରୁ ମୁକ୍ତି ପାଇବା ପାଇଁ ଲୋକମାନେ ବାହୁନା ନଦୀର ବଢି ପାଣିରେ କଖାରୁ ଉସାଣି ପ୍ରଥା ସମ୍ପାଦନ କରିଛନ୍ତି କଖାରୁ ଉସାରଲେ ମାଁ ଗଙ୍ଗାଙ୍କ କୋପ ହେବ ଏବଂ ବନ୍ୟା ବିପଦ ଟଳିଯିବ ବୋଲି ଗ୍ରାମବାସୀଙ୍କ ମନରେ ଦୃଢ ବିଶ୍ୱାସ ରହିଛି ବଣର୍ଯୟ ଓ ବନ୍ୟାର ସ୍ଥିତି ମଧ୍ୟରେ ଗ୍ରାମବାସୀଙ୍କ ଏହି ପାରମ୍ପରିକ ପ୍ରଥା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚର ବିଷୟ ପାଲଟିଛି ଚିକିଟି ଓ ପାତ୍ର ପୁରୁ ଅଞ୍ଚଳର ଧାନ ଜମିରେ ବାତ୍ୟା ଅର୍ଣ୍ଣବ ମହାସମୁଦ୍ରରେ ପରିଣତ କରିଦେଇଛି ଚାଷିକୁଳ ଏବେ ହତାସମୁଣ୍ଡରେ ଚାଷି ହାତ ଦେଇ ବସିଛନ୍ତି ଏଣୁ ଅଧିକ ଞ୍ଚଳର ଗ୍ରାମବାସୀଙ୍କ ଅନୁରଧତୁରନ୍ତ ଜିଲ୍ଲା ପ୍ରଶାସନ ଏହି ବନ୍ୟା ପରିସ୍ଥିତି ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଏବଂ ଗ୍ରାମରେ ସରକାରୀ ଅଧିକରି ମାନଙ୍କୁ ପଚାର ସ୍ଥିତି ନୁଆ୍ୟାନ କରିବାକୁ ଦାବି କାରାଯାଇଛି ଜନସାଧାର ଙ୍କ ସୁରକ୍ଷ୍ୟା କୁ ସର୍ବାଧିକ ଗୁରୁତ୍ୱ ଦେଇ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ଯୋଗାଇଦେବା ସହିତ ଜଳବନ୍ଧୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ପକ୍ଷେପ ନିଆଯାଉ ବୋଲି ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି
