ଖୋର୍ଦ୍ଧା,(ସଞ୍ଜୀବ କୁମାର):-
IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାରେ ସିପିଙ୍କ ବଡ଼ ମନ୍ତବ୍ୟ ସବୁ ଆତ୍ମହତ୍ୟା ପଛରେ କିଛି କାରଣ ଥାଏ, ବିନା କାରଣରେ ହୁଏନି’ କୌଣସି ବ୍ୟକ୍ତିଗତ କାରଣ ଥାଇପାରେ, ଅନୁଧ୍ୟାନ କରିବୁ କାଲି ସେ ରାତିରେ ଘରକୁ ଯାଇ ନ ଥିଲେ, ଥାନା କ୍ବାର୍ଟର୍ସ ଥିଲେ ତାଙ୍କ ଅର୍ଡଲି ଖାଇବା ନେଇ ଯିବା ପରେ ସେ କଲ୍ ଉଠାଇ ନ ଥିଲେ ତେଣୁ କାଲି ରାତିରେ ସେ ଖାଇ ନଥିଲେ- ଏସ୍. ଦେବଦତ୍ତ ସିଂ ଶାରୀରିକ ଓ ମାନସିକ ଭାବେ ସେ ବହୁତ ଦୃଢ଼ ଥିଲେ କେବେ କୌଣସି ସମସ୍ୟା ନେଇ ଆମକୁ କହି ନାହାନ୍ତି କମିଶନରେଟ୍ ପୋଲିସରେ ଭଲ କାମ କରୁଥିଲେ, ପବ୍ଲିକ ଡିଲିଂ ଭଲ ଥିଲା’
