ସବୁ ହଷ୍ଟେଲକୁ ପିଏନ୍‌ଜି ସଂଯୋଗ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ସବୁ ହଷ୍ଟେଲକୁ ପିଏନ୍‌ଜି ସଂଯୋଗ ପାଇଁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ ଏଲ୍‌ପିଜି ସଙ୍କଟକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ହଷ୍ଟେଲ କିଚେନରେ ରୋଷେଇ ବାଧାପ୍ରାପ୍ତ ନ ହେବାକୁ ପ୍ରାଥମିକତା ପିଏନଜି ଉପଲବ୍ଧ ଥିବା ସ୍ଥାନ ଗୁଡିକରେ ପିଏନ୍‌ଜି ସଂଯୋଗ ନିର୍ଦ୍ଦେଶ ଜୁନ୍‌ ୩୦ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି

You might also like
error: Content is protected !!