ଜୁଲାଇ ୧ରୁ ଓଡ଼ିଶାରେ ଭିବି ଜୀ ରାମ ଜୀ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଓଡ଼ିଶାରେ ଭିବି ଜୀ ରାମ ଜୀ ଲାଗୁ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି ‘ଗ୍ରାମୀଣ’ ଯୋଜନାକୁ ବାଜିଲା ସରକାରୀ ମୋହର ଗ୍ରାମାଞ୍ଚଳରେ ୧୨୦ ଦିନର ରୋଜଗାର ଗ୍ୟାରେଣ୍ଟି ଜୁଲାଇ ୧ରୁ ଯୋଜନାଟି ସମସ୍ତ ବିଜ୍ଞପ୍ତ ଗ୍ରାମୀଣ ଅଞ୍ଚଳରେ ଲାଗୁ ହେବ ପ୍ରତ୍ୟେକ ଯୋଗ୍ୟ ପରିବାରକୁ ବର୍ଷକୁ ୧୨୦ ଦିନର ରୋଜଗାର ମିଳିବ ଆବେଦନର ୧୫ ଦିନରେ କାମ ଯୋଗାଇ ଦିଆନଗଲେ ମିଳିବ ବେକାର ଭତ୍ତା

Smart Computer Ad
You might also like
error: Content is protected !!