ମାସ ଶେଷ ସୁଦ୍ଧା EPF ଲିଙ୍କ୍ ATM କାର୍ଡ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ମାସ ଶେଷ ସୁଦ୍ଧା EPFO ଦ୍ୱାରା UPI ଓ ATM ମାଧ୍ୟମରେ ପିଏଫ୍ ଉଠାଣ EPF ବାଲାନ୍ସର ୭୫% ପର୍ଯ୍ୟନ୍ତ ତୁରନ୍ତ ବ୍ୟାଙ୍କ ଆକାଉଣ୍ଟକୁ ଉଠାଇ ପାରିବେ ଗ୍ରାହକଙ୍କୁ EPF ଲିଙ୍କ୍ ATM କାର୍ଡ ମିଳିବ, ଯାହା ଡେବିଟ୍ କାର୍ଡ ପରି କାମ କରିବ ଏହି ସୁବିଧା ଚଳିତ ଜୁନ୍ ଶେଷ ସୁଦ୍ଧା ଚାଲୁ ହେବାର ସମ୍ଭାବନା

Smart Computer Ad
You might also like
error: Content is protected !!