ଧୀରଜ ସେଠ୍‌ ନୂଆ ସ୍ଥଳସେନା ମୁଖ୍ୟ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ନୂଆ ସ୍ଥଳସେନା ମୁଖ୍ୟଙ୍କୁ ନିଯୁକ୍ତି ଦେଲେ କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍‌ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ସ୍ଥଳସେନା ମୁଖ୍ୟ ଭାବେ ଆସନ୍ତା ୩୦ରେ ଦାୟିତ୍ଵ ନେବେ ଜେନେରାଲ୍ ଉପେନ୍ଦ୍ର ଦ୍ଵିବେଦୀଙ୍କଠାରୁ ଦାୟିତ୍ଵ ନେବେ ଧୀରଜ ସେଠ୍ ଜୁନ୍ ୩୦ରୁ ୨୦୨୮ ଅଗଷ୍ଟ ୩୧ ଯାଏଁ ସ୍ଥଳସେନା ମୁଖ୍ୟ ଦାୟିତ୍ବରେ ରହିବେ ଏବେ ଉପସେନା ମୁଖ୍ୟ ଅଛନ୍ତି ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍‌

Smart Computer Ad
You might also like
error: Content is protected !!