ଲାଞ୍ଚୁଆ RDE ଅଡିଟର୍‌ ଗିରଫ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଡିଟର୍‌ ଗିରଫ- RDE ଅଡିଟର ଅମ୍ବିକା ପ୍ରସାଦ ରଥଙ୍କୁ ଗିରଫ ପରେ କୋର୍ଟ ଚାଲାଣ- ଗତକାଲି ୪ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଥିଲେ ଅଡିଟର- ରେଡ୍‌ ବେଳେ ନଗଦ ୨୮ ଲକ୍ଷ ୭୦ ହଜାର ୯୦୦ ଟଙ୍କା ଜବତ ହୋଇଥିଲା

You might also like
error: Content is protected !!