ଟିକେଟ ରିଫଣ୍ଡ: ରେଲୱେର ନୂଆ ନିୟମ ରାଜ୍ୟ By News Nerve Posted On Mar 25, 2026 Share ଖୋର୍ଦ୍ଧା(ସଞ୍ଜୀବ କୁମାର):- ଟିକେଟ ରିଫଣ୍ଡ: ରେଲୱେର ନୂଆ ନିୟମ କନଫର୍ମ ଟ୍ରେନ୍ ଟିକେଟ ରିଫଣ୍ଡ ନେଇ ରେଲୱେ ଆଣିଲା ନୂଆ ନିୟମ ୨୪ ଘଣ୍ଟାରୁ ୭୨ ଘଣ୍ଟା ମଧ୍ୟରେ ଟିକେଟ କ୍ୟାନସଲ୍ କଲେ ମିଳିବ ୨୫% ଟ୍ରେନ୍ ଛାଡ଼ିବାର ୮ ଘଣ୍ଟା ମଧ୍ୟରେ ଟିକେଟ୍ କ୍ୟାନସଲ୍ କଲେ କିଛି ମିଳିବନି Share