ଖୋର୍ଦ୍ଧା(ସଞ୍ଜୀବ କୁମାର):-
ଗ୍ୟାସ୍ ବିତରଣ ଅବଧି ୪୫ ଦିନ.. ରନ୍ଧନ ଗ୍ୟାସର ବିତରଣ ନେଇ କେନ୍ଦ୍ରର ବୈଠକ କେନ୍ଦ୍ର ପେଟ୍ରୋଲିୟମ ଓ ଖାଉଟି ବ୍ୟାପାର ସଚିବଙ୍କ ବୈଠକ ଯୋଗଦେଲେ ସବୁ ରାଜ୍ୟର ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ OTP ମାଧ୍ୟମରେ ବୁକିଂ ଓ ଡେଲିଭରୀ ଉପରେ ଗୁରୁତ୍ବ ଗ୍ରାମାଞ୍ଚଳରେ ବିତରଣ ଅବଧି ୪୫ ଦିନକୁ ବୃଦ୍ଧି LPGର ବେଆଇନ ମହଜୁଦ ଉପରେ ପ୍ରଶାସନର ନଜର ସବୁ ଜିଲ୍ଲାରେ ନିୟୋଜିତ ହେବେ ପ୍ରବର୍ତ୍ତନ ସ୍କ୍ବାଡ ରନ୍ଧନ ଗ୍ୟାସକୁ ନେଇ ବିବ୍ରତ ନ ହେବାକୁ ସଚିବଙ୍କ