ଆହତଙ୍କୁ ଭେଟିଲେ ମନ୍ତ୍ରୀବ୍ରହ୍ମପୁର

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ଦିଗପହଣ୍ଡି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଯାତ୍ରୀ ଆହତ ହୋଇ ଏମ.କେ.ସି.ଜି. ମେଡିକାଲରେ ଚିକିତ୍ସା ହେଉଛନ୍ତି l ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସମସ୍ତ ଯାତ୍ରୀ ମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟ କଥା ପଚାରି ବୁଝିବା ସହ ସମସ୍ତଙ୍କ ଚିକିତ୍ସା ଠିକ୍ ସେ କରିବାକୁ ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ବରିଷ୍ଠ ନେତା କାହ୍ନୁ ଚରଣ ପତି,ବିଜୟ କୁମାର ସ୍ୱାଇଁ, ସୁନିଲ କୁମାର ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀ, ଶିବ ଶଙ୍କର ନାୟକ,ରାମ ପାତ୍ର,ତୁତୁନ୍ ପାତ୍ର,ଗଞ୍ଜାମ ଜିଲ୍ଲାପାଳ,ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ,ବ୍ରହ୍ମପୁର ଉପଜିଲ୍ଲାପାଳ,ବଡ଼ ମେଡ଼ିକାଲ ଅଧିକାରୀ,ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

You might also like
error: Content is protected !!