ବ୍ବିଭିନ୍ନ ସ୍ଥାନରେ ବଡଦିନ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ମହାନଗରର ବିଭିନ୍ନ ସ୍ଥାନରେ ବଡଦିନ ପରବ ପାଳନ ହୋଇଯାଇଛି l ସହରର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ଗୁଡ଼ିକରେ ଗହଳ ଚହଳ ସାଙ୍ଗକୁ ଉତ୍ସବ ମୁଖର ଦେଖାଦେଇଛି l ନାଚ ଗୀତ ଆସର ସହ ଆନନ୍ଦ ସହକାରେ ଏହି ଉତ୍ସବ ପାଳନ ହୋଇଛି l ସହର ତଥା ଦୋକାନ ବଜାର ଭିଡ଼ ରହିଥିଲା l କେତେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା l

You might also like
error: Content is protected !!