ନଳିନୀ ଦେବୀଙ୍କ ଦ୍ୱାଦଶlହ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ନଳିନୀ ଦେବୀ(୭୨)ଙ୍କ ପରଲୋକ ଘଟିଛି l ୩ତାରିଖ ବୁଧବାର ଦିନ ନିଜ ବାସଭବନ ଠାରେ ଦ୍ୱାଦଶlହ କାର୍ଯ୍ୟ ଶେଷ ହୋଇଛି l ଏହି ଅବସରରେ ବହୁ ସମ୍ମାନନୀୟ ବ୍ୟକ୍ତି ଯୋଗଦେଇଥିଲେ l ସ୍ବାମୀ ହରିହର ମହାପାତ୍ର,ପୁଅ ତ୍ରିଲୋଚନ ମହାପାତ୍ର,ଶ୍ରୀକାନ୍ତ ମହପାତ୍ର,ଗୁରୁକୂଳ ଇଣ୍ଟରନେସନାଲ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ପ୍ରଶାନ୍ତ ମହାପାତ୍ର, ବୋହୂ, ନାତିନାତୁଣୀ ଏବଂ ପରିବାର ଲୋକେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l ସ୍ୱର୍ଗତା ନଳିନୀ ଜଣେ ପରପୋକାରୀ, ମେଳାପୀ ମହିଳା ଥିଲେ l

You might also like
error: Content is protected !!