ବାଲିଗୁଡା: ୦୧/୧୨ (ସୁକାନ୍ତ କୁମାର ତ୍ରିପାଠୀ) ବାଲିଗୁଡା ସ୍ଥାନୀୟ ଆଦିବାସୀ ମହାବିଦ୍ଯାଳୟ ଯୁବ ରେଡକ୍ରସ୍ ଶାଖା ଆନୁକୂଲ୍ଯରେ ବିଶ୍ୱ ଯୁବ ଦିବସ ପାଳିତ ହୋଇଯାଇଛି lଡାକ୍ତର ଲିପୁନ କୁମାର ମଲ୍ଲିକ୍, ମୁଖ୍ଯ ଅତିଥି ଅଧ୍ଯକ୍ଷ ଲକ୍ଷ୍ମଣ ପାଳ,ସନ୍ମାନନୀୟା ଅତିଥି ଶ୍ରମତୀ ଗୀତାଂଞ୍ଜଳି ପଣ୍ଡା, ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ


ଡ ବିଭୂତିଭୂଷଣ ଆଚାର୍ଯ୍ଯ ବକ୍ତବ୍ଯରେ ଦିବସର ମାହାତ୍ମ୍ଯ ବର୍ଣିଥିଲେ lକ୍ୱିଜ୍ ଓ ତର୍କ ପ୍ରତିଯୋଗିତାର କୃତୀ ସ୍ୱେଛ୍ଛାସେବୀଂକୁ ମୁଖ୍ଯ ଅତିଥି ପୁରସ୍କୃତ କରିଥିଲେ lଅଧ୍ଯାପିକାମାନେ ବିଚାରକ ଆସନରେ ମୂଲ୍ଯାୟନ କରିଥିଲେ lକାଉନସେଲର ମାନସରଂଜନ ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ l