ଜୁଆ ଖେଳରୁ ୯ଲକ୍ଷ ଜବତ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି l ୨୨ଟି ମାମଲା ରୁଜୁ ହୋଇଥିବା ବେଳେ ୨୨ଟି ସ୍ଥାନରେ ଚଢାଉ କରାଯାଇଛି l ଗତ ୧୫ ରୁ ୪ଅକ୍ଟୋବର ମଧ୍ୟରେ ଏଭଳି ଚଢାଉ ହୋଇଥିବା ପୋଲିସ କହିଛି l ଜୁଆ ଖେଳରୁ ୯ଲକ୍ଷ ୪୧ହଜାର ଟଙ୍କା ଜବତ କରାଯାଇଛି

Smart Computer Ad
You might also like
error: Content is protected !!