ସଟର କାଟି ପଶିଲେ ଚୋର

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଗତ କାଲି ବିଳମ୍ବିତ ରାତିରେ ଜଟଣୀ ରାଜା ବଜାରରେ ଥିବା ସୋନି ଜୁଏଲର୍ସ ର ସଟର କାଟି ପଶିଲେ ଚୋର। ସିସିଟିଭି ରେ ରେକର୍ଡ ହେଲା ସମସ୍ତ ଦୃଶ୍ୟ। ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Smart Computer Ad
You might also like
error: Content is protected !!