ଜୁଆ ଆଡ୍ଡାରେ ଚଢଉ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ବଡ଼ବଜାର ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରିଛି l ଲକ୍ଷ୍ମୀ ନୃସିଂହ ସାହିର ଏକ ଘରେ ଜୁଆ ଖେଳ ଚାଲିଥିବା ପୋଲିସ ଜାଣିବାକୁ ପାଇଥିଲା l ସେଠାରେ ଚଢାଉ କରି ୧୬ ଜଣଙ୍କୁ ଗିରଫ କରିଥିବା କହିଛି l ସେଠାରୁ ପୋଲିସ ୫ ଲକ୍ଷ ଟଙ୍କା ଜବତ କରିଛି 

Smart Computer Ad
You might also like
error: Content is protected !!