ଖୋର୍ଦ୍ଧା,(ସଞ୍ଜୀବ କୁମାର):-
‘ଭୁବନେଶ୍ବର: ସରକାରୀ ଅଫିସରେ BSNL ନେଟୱାର୍କ ବ୍ୟବହାର ବାଧ୍ୟତାମୂଳକଏନେଇ କଡ଼ା ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ସରକାରକେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ସବୁ ବିଭାଗକୁ ଆଇଟି ଓ ଇଲେକ୍ଟ୍ରୋନିକ୍ସ ବିଭାଗର ଚିଠିଏଣିକି ସମସ୍ତ ସରକାରୀ ପ୍ରତିଷ୍ଠାନରେ ବ୍ୟବହାର ହେବ BSNL ଇଣ୍ଟରନେଟଏଥିସହ ବ୍ୟବହାର ହେବ BSNL ବ୍ରଡ଼ ବ୍ୟାଣ୍ଡ, ଲ୍ୟାଣ୍ଡଲାଇନ ଓ ଲିଜ ଲାଇନରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ନିର୍ଦ୍ଦେଶାବଳୀ ଜାରିକଲା ସମବାୟ ବିଭାଗରାଜ୍ୟର ସମସ୍ତ DRCS, ARCSଙ୍କୁ ସମବାୟ ନିର୍ଦ୍ଦେଶକଙ୍କ ଚିଠିଏନେଇ ଆସନ୍ତା ୩୦ ସେପ୍ଟେମ୍ବର ୨୦୨୫ ସୁଦ୍ଧା ପ୍ରଦାନ କରିବେ ରିପୋର୍ଟ
