ଓଡ଼ିଶାକୁ ଆସିବ ୬୦୦ E ବସ୍‌

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

୬୦୦ e-ବସ୍‌ ଆସିବ କହିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପରିବେଶ ସୁରକ୍ଷା ପାଇଁ e-ବସ୍‌ ଅଧିକ ପ୍ରଚଳନ କରିବାକୁ ଯୋଜନା -ରାଜ୍ୟରେ ୧ ହଜାର e-ବସ୍‌ର ଆବଶ୍ୟକତା ରହିଛି ଆଗକୁ ରାଜ୍ୟ ସରକାର ୨୦୦ଟି e-ବସ୍‌ ଆଣିବେ- ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶାକୁ ୪୦୦ଟି e-ବସ୍‌ ପ୍ରଦାନ କରିବେ ମୋଟ ୬୦୦ଟି e-ବସ୍‌ ଜନସାଧାରଣଙ୍କ ସେବାରେ ଲାଗିବ ଏବେ ୨୫ଟି e-ବସ୍‌ ଆସୁଛି, ଯାହା ସମ୍ବଲପୁରକୁ ପ୍ରଦାନ କରାଯିବ -ପରେ ଅନ୍ୟ ଜିଲ୍ଲାକୁ ମଧ୍ୟ e-ବସ୍‌ ପ୍ରଦାନ କରାଯିବ

Smart Computer Ad
You might also like
error: Content is protected !!