ବଣଭୋଜି କରିବାକୁ ଯାଇ ନିଖୋଜ ହେଲେ ୟୁଟ୍ୟୁବର

ବ୍ରହ୍ମପୁର,(ବିଚିତ୍ରସାହୁ):-

ଗଞ୍ଜାମ ପାତ୍ରପୁର ବୁରାତାଲ ପଞ୍ଚାୟତର ପର୍ଯ୍ୟଟନସ୍ଥଳ ମହେନ୍ଦ୍ରଗିରି ପର୍ବତର ପାଦଦେଶରେ ଥିବା ବାରହା ପଥର ଜଳ ପ୍ରପାତକୁ ଆସିଥିବା ୟୁଟ୍ୟୁବ ଓ ଫେସବୁକ ବ୍ଳଗର ଯୁବକ ନିଖୋଜ ହୋଇଯାଇଛନ୍ତି।

You might also like
error: Content is protected !!