୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଅଧିକାରିଣୀ ରାଜ୍ୟ By News Nerve Posted On Aug 27, 2025 Share ଖୋର୍ଦ୍ଧା,(ସଞ୍ଜୀବ କୁମାର):- ୨୫ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଅଧିକାରିଣୀ ଆସିଷ୍ଟାଣ୍ଟ କମିସନର ସରିତା ବାରିକ ନେଉଥିଲେ ଲାଞ୍ଚ ଭୁବନେଶ୍ବରର ଜଣେ ବେକେରି ମାଲିକଙ୍କ ଠାରୁ ନେଉଥିଲେ ଟଙ୍କା Share