ଭାରତର ୭୯ତମ ସ୍ୱାଧୀନତା ଦିବସ

Today, August 15, 2025, marks India’s 79th Independence Day, a day of immense significance for the nation. It commemorates the end of British colonial rule and the establishment of a free and sovereign India on August 15, 1947. On this day, we honor the courage, unity, and sacrifices of the freedom fighters who paved the way for India’s independence. Jay Hind 🇮🇳🙏

ଆଜି ୧୫ ଅଗଷ୍ଟ ୨୦୨୫, ଭାରତର ୭୯ତମ ସ୍ୱାଧୀନତା ଦିବସ, ଦେଶ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। ଏହା ୧୫ ଅଗଷ୍ଟ ୧୯୪୭ ରେ ଇଂରାଜ ଉପନିବେଶୀ ଶାସନର ଶେଷ ଓ ଏକ ସ୍ୱାଧୀନ ଓ ସର୍ବଭୌମ ଭାରତର ସ୍ଥାପନାକୁ ସ୍ମରଣ କରାଯାଏ। ଏହି ଦିନରେ, ଆମେ ସେହି ସାହସ, ଏକତା ଓ ବଲିଦାନକୁ ସ୍ମରଣ କରିଥାଉ l ଜୟ ହିନ୍ଦ 🇮🇳🙏

୭୯ ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଦେଶର ସ୍ୱାଧୀନତା ତଥା ସୁରକ୍ଷା ପାଇଁ ଅମୂଲ୍ୟ ତ୍ୟାଗ ସହିଥିବା ବୀର ବରପୁତ୍ର ଓ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି । ଏକତାର ବଳରେ, ଶାନ୍ତି ଓ ସୌହାର୍ଦ୍ଦ୍ୟ ପଥରେ ଆସନ୍ତୁ ସଭିଏଁ ବିକାଶର ଶିଖର ଛୁଇଁବା। ଭାରତ ମାତା କି ଜୟ🙏🏻ଜୟ ହିନ୍ଦ୍ 🇮🇳

You might also like
error: Content is protected !!