ଛତ୍ରପୁର: ଟ୍ରକରେ ନିଆଁ

ଛତ୍ରପୁର, ବିଚିତ୍ର ସାହୁ: ଛତ୍ରପୁର ଜାତୀୟ ରାଜପଥ ନିକଟରେ ଏକ ଟ୍ରକରେ ଥିବା ଇଲେକ୍ଟ୍ରି୍ ସ୍କୁଟି ରେ ଲାଗିଲା ନିଆଁ। ଗାଡ଼ିରେ ୩୦ ରୁ ଉର୍ଦ୍ଧ୍ବ ସ୍କୁଟି ଥିବା ସୂଚନା। ସମସ୍ତ ସ୍କୁଟି ଜଳି ଯାଇଥିବା ସୂଚନା l ଗାଡିରେ ସର୍ଟ ସର୍କିଟ ପାଇଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଗାଡି ଦିଲ୍ଲୀରୁ ଆନ୍ଧ୍ରପ୍ରଦେଶ କୁ ଗାଡି ଯାଉଥିବାର ସୂଚନା।

Smart Computer Ad
You might also like
error: Content is protected !!