ଟାଟା କଲୋନୀ ସତସଙ୍ଗ କେନ୍ଦ୍ର ଶୁଭାରମ୍ଭ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ସ୍ବାମୀ ଶିବାନନ୍ଦ ସରସ୍ଵତୀ ମହାରାଜ ଙ୍କ ଜୟନ୍ତୀ ତଥା ଶ୍ରୀ ଜୀଉ ଙ୍କ ନୀଳାଦ୍ରି ବିଜେ ମୋହସ୍ତବ ଏବଂ ବିଶ୍ୱର କଲ୍ୟାଣ ଜଗତର ମଙ୍ଗଳ ଉପଲକ୍ଷେ ପୂର୍ବାହ୍ନ ଟାଟା ନଗର ପାତ୍ରପୁର ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଦକ୍ଷିଣାଞ୍ଚଳ ଦିବ୍ୟ ଜୀବନ ସଙ୍ଗ ଉପସଭାପତି କୁଞ୍ଜ ବିହାରୀ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଗୁରୁଦେବଙ୍କ ମୂଳତତ୍ତ୍ଵ ବାଣୀ ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ଓ ପ୍ରସାର ପ୍ରକାରେ ପୂର୍ବାହ୍ନ ସତସଙ୍ଗ ଶୁଭାରମ୍ଭ ଏହି ଅବସରରେ ଜୟ ଗଣେଶ କୀର୍ତ୍ତନ ଗୁରୁସ୍ତୋତ୍ର ଓ ପ୍ରାତ ସ୍ମରଣ ସ୍ତୋତ୍ର ପାଠ ଜପ ଧ୍ୟାନ, ଶ୍ରିଶୁକ୍ତମ୍ ଓ ସନିଶ୍ଚର ପାଠ, ଗୁରୂପୂଜା, ଗୀତା ଓ ଗୁରୁବାଣୀ ପାଠ, ଭଜନ କୀର୍ତ୍ତନ, ବିଶ୍ୱ ପ୍ରାର୍ଥନା, ହନୁମାନ ଚାଳିଶା, ମହlମନ୍ତ୍ର, ମହା ମୃତ୍ୟୁଞ୍ଜୟ ମନ୍ତ୍ର, ଶରଣାଗତ ମନ୍ତ୍ର, ସଫଳତା ମନ୍ତ୍ର, ସହ ଶାନ୍ତିପାଠ ସହ ସମାପନ ହୋଇଥିଲା ଏଥିରେ ବlଚନୀୟ ସେବା ଦେଇଥିଲେ, ୟୁ ଶିବ ଶଙ୍କର ପାତ୍ର, ରାମକୃଷ୍ଣ ସାବତ, ଭାସ୍କର ଦୋରା, ଦୁର୍ଗା ଚରଣ ନାୟକ, କେ ପରମାନନ୍ଦ ରେଡି, ସହଯୋଗ କରିଥିଲେ, ପି ଜଗନ୍ନାଥ ରେଡି, କାମାକ୍ଷା ପ୍ରସାଦ ଶର୍ମା, ସୁବାସ ଚନ୍ଦ୍ର ପାଢ଼ୀ, କୁମୁଦିନୀ ପାଢ଼ୀ, ୟୁ ସ୍ବପ୍ନl ପାତ୍ର, ରମେଶ ଚନ୍ଦ୍ର ପାଣିଗ୍ରାହୀ, ବାବୁଲା ଶଙ୍କର ଦାସ, ଏଥିସହ ଟାଟା ନଗର ନରେନ୍ଦ୍ରପୁର ଗ୍ରାମର ଭାଇ ଭଉଣୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ, ପରି ଶେଷରେ ସୁଧାକର ପାଣିଗ୍ରାହୀ ସଭାପତି ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ, ଠିକ୍ ସେହିପରି ବଡ଼ ବଜାର ବlଣ ଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୁଞ୍ଜ ବିହାରୀ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଶିବାନନ୍ଦ ଜୟନ୍ତୀ ଅପରାହ୍ନ ୮ତାରିଖ ଉପଲକ୍ଷେ ସନ୍ଧ୍ୟା ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ବହୁ ସଂଖ୍ୟା ରେ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ l

Smart Computer Ad
You might also like
error: Content is protected !!