ପରାଗ ଜୈନ ନୂଆ RAW ମୁଖ୍ୟ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଜୁଲାଇ ୧ରୁ ୨ ବର୍ଷ ପାଇଁ ଦାୟିତ୍ବ ତୁଲାଇବେ
ଅପରେସନ ସିନ୍ଦୂର’ରେ ନିଭାଇଥିଲେ ଗୁରୁତ୍ବପୂର୍ଣ୍ଣ ଭୂମିକା
ଜୁନ୍‌ ୩୦ରେ ସରୁଛି ର’ ମୁଖ୍ୟ ରବି ସିହ୍ନାଙ୍କ କାର୍ଯ୍ୟକାଳ
୧୯୮୯ ବ୍ୟାଚ୍‌ର ପଞ୍ଜାବ କ୍ୟାଡର IPS ଅଫିସର ପରାଗ

You might also like
error: Content is protected !!