ଭିଜିଲାନ୍ସ ଜାଲରେ ଇଁ ପଣ୍ଡା

ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ):- ଗଞ୍ଜାମ ବ୍ଲକ,ସହକାରୀ ନିର୍ବାହୀ ଯନ୍ତ୍ରୀ ସୁସିଲ କୁମାର ପଣ୍ଡା, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି l ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି,ରାମ ହରି ନଗର ବ୍ରହ୍ମପୁରରେ ତିନି ମହଲା କୋଠା,ଆଙ୍କୁଲିରେ ଥିବା ମୁକ୍ତେଶ୍ୱର ଆପାର୍ଟମେଣ୍ଟରେ ଫ୍ଲାଟ୍ ନମ୍ବର ୨୦୫, ଆଙ୍କୁଲିରେ ତାଙ୍କ ଭାଇଙ୍କ ନାମରେ ଆଉ ଏକ ଫ୍ଲାଟ୍,ପୁରୀର ଫ୍ଲାଟ୍,କବିସୂର୍ଯ୍ୟ ନଗରର ତାଙ୍କ ପୈତୃକ ଘର।ପୁରୁଷୋତ୍ତମପୁରର ତାଙ୍କ ଶ୍ୱଶୁର ଘର।ଗଞ୍ଜାମ ବ୍ଲକରେ ତାଙ୍କ କାର୍ଯ୍ୟାଳୟ ରେ ଚଢାଉ ହେବା ସହ ତଦନ୍ତ ଜାରି ରହିଛି l

You might also like
error: Content is protected !!