ସରସ୍ୱତୀ ଶିଶୁ ମନ୍ଦିର ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଛି

ଆର,ଉଦୟଗିରି(ମନୋଜ କୁମାର ପାଢୀ):-

ଗଜପତି ଜିଲ୍ଲା ମୋହନା ବ୍ଲକ ର ବିଭିନ୍ନ ସ୍ତାନ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି l ଆଜି ସକାଳ ସମୟରେ ଅଡବା ସରସ୍ୱତୀ ଶିଶୁମନ୍ଦିର ଠାରେ ପାଳନ କରଯାଇ ଥିଲା ଯୋଗ ଦିବସ।ଶିକ୍ଷକ ରୂପେଶ କୁମାର ଦେବ ଗୋସ୍ୱମୀ ବିଭିନ୍ନ ଆସନ ପ୍ରାଣାୟାମ ଶିକ୍ଷା ଦେଇଥିଲେ ଶିଶୁମନ୍ଦିର ପ୍ରଧାନ ଗୁରୁଜୀ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ,ଗୁରୁମା, ଛାତ୍ର ଛାତ୍ରୀ ଅଡବା ମଣ୍ଡଳ ସଭାପତି ବିଜେପି ରାଜେନ୍ଦ୍ର ପାତ୍ର,ଉପ ସଭାପତି କୁଳ ଚନ୍ଦ୍ର ମଲ୍ଲିକ, ବିଜୟକୁମାର ପାତ୍ର, ସାଧାରଣ ସମ୍ପାଦକ ମୁକ୍ତିମଣ୍ଡପ ଦଣ୍ଡସେନା, ଆଣ୍ଟି ଆଚାରୀ,କୋଷା ଧ୍ୟଯ,ବୃନ୍ଦାବନ ଗମାଙ୍ଗ, ଦୁଃଖୀ ଶାମ୍ୟ ମଲ୍ଲିକ, କର୍ତା, ଧର୍ମନ୍ଦ୍ର ମଲ୍ଲିକ ରାଷ୍ଟ୍ରୀୟ ସ୍ୱୟଂ ସେବକ ର ସଦସ୍ୟ ମାନେ ଯୋଗ ଦେଇ ଥିଲେ l ଯୋଗ ଦେଇ ଆହାତ୍ମ୍ୟ ଉପରେ ଆଲୋକପାତ କରି ଥିଲେ l ଦୈନନ୍ଦିନା ଯୋଗ କରିବା ପାଇଁ ଶପଥ ପାଠ କରାଇ ଥିଲେ

You might also like
error: Content is protected !!