କଣ୍ଟିଲୋ ଫଟୋ ବିଜୁଳି ବିଭାଗ ଅବହେଳା. ଯୋଗୁ ମନ୍ଦିର ଲିଫ୍ଟ ଅଚଳ

ନୟାଗଡ(ପ୍ରଭାକର ଶିରୋମଣି):-

ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ କ୍ଷେତ୍ର କଣ୍ଟିଲୋ ବିକାଶ ପ୍ରକଳ୍ପ ରେ ସ୍ଥାନିତ ହୋଇ ୨୦୨୨ ମସିହା ଠାରୁ ନୂଆ ପ୍ରକଳ୍ପ ଆରମ୍ଭ କରାଯାଇଥିଲା ଓ ଓଡିଶା ସେତୁ ନିର୍ମାଣ ନିଗମ ( ଓ ବି ସି ସି ) ମାଧ୍ୟମରେ  ଜନୈକ ଠିକା ସଂସ୍ଥା ବଂଶଲ ଇନଫା ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ଼ ଙ୍କ ଦ୍ୱାରା ଟେଣ୍ଡର ପ୍ରକ୍ରିୟାରେ କାମ ଆରମ୍ଭ କରାଯାଇଥିଲା ଓ ଇତି ମଧ୍ୟରେ ମନ୍ଦିର ଭିତର ଓ ବାହାର ର କିଛି ଅଂଶର ବିକାଶ ପ୍ରକଳ୍ପରେ ସାମିଲ କରାଯାଇଥିଲା ବେଳେ ଶ୍ରୀ ଜୀଉଙ୍କ ଚନ୍ଦନ ପୋଖରୀର ଚତୁର୍ପାଶ୍ୱ ପାର୍ଶ୍ୱ ୩୮୫ ମିଟର ଗାର୍ଡ ୱାଲ ମଧ୍ୟରୁ ୩୭୦ ମିଟର. କାନ୍ଥ/ ପ୍ରାଚୀର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ପୋଖରୀ ର ଦକ୍ଷିଣ ପୂର୍ବ କୋଣରେ ଥିବା ଅବଶିଷ୍ଟ ୧୫ ମିଟର ଜମି ବିବାଦୀୟ ଥିବାରୁ ନିର୍ମାଣ କାର୍ଯ୍ୟରେ ବାଧା  ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି l ସୂଚନା ଯୋଗ୍ୟ, ଉକ୍ତ ୧୫ ମିଟର ଜାଗା ଅନ୍ୟ ଜଣଙ୍କ ଦଖଲ ଥିବାରୁ କାମ ଅଧାପନ୍ତରିଆ ଭାବେ ପଡି ରହିଛି ପ୍ରକଳ୍ପ ପରି ଚାଳକ ଇଂ ଭକ୍ତ ହରି ଜେନା ଙ୍କ ଠାରୁ ପ୍ରକାଶ. l ଏ ସମ୍ବଦ୍ଧରେ ବିଭାଗୀୟ କର୍ତୃପକ୍ଷ ଙ୍କୁ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ବାରମ୍ବାର ଲିଖିତ ଭାବେ ଜଣାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସମାଧାନ ହେଉ ନଥିବାରୁ ଏଦିଗରେ ନୟାଗଡ ଜିଲ୍ଲାପାଳ ହସ୍ତକ୍ଷେପ. କରିବାକୁ ସାଧାରଣ ରେ ଦାବି ହେଉଛି l l 

             ଅପର ପକ୍ଷରେ ବଂଶଲ କମ୍ପାନୀ ପକ୍ଷରୁ ମନ୍ଦିର, ଲିଫ୍ଟ ପାଇଁ ଏକ ସ୍ୱତନ୍ତ୍ର ଟ୍ରାନ୍ସ ଫର୍ମର ବସାଇବା ପାଇଁ ନୟାଗଡ ବିଜୁଳି ବିଭାଗ “ଟିପିସିଓ ଡ଼ି ଏଲ ” କର୍ତ୍ତ୍ତୃପକ୍ଷଙ୍କୁ  ଖଣ୍ଡପଡା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ତହସିଲଦାରଙ୍କ ଜରିଆରେ ଗତ ଜାନୁଆରୀ ମାସ ଠାରୁ ଚିଠି ପଠା ଯିବା ସହିତ ଦୁଇଟି ଚିଠି ନଂ ୧୯ / WE.ଓ ୨୦ /WE ରେ  ଜାନୁଆରୀ ୨୦୨୫ରେ ମୁଖ୍ୟ ଯନ୍ତ୍ରୀ, ପ୍ରକଳ୍ପ ପରାମର୍ଶ ଦାତା (ପିଜିଏମସି )ଭୁବନେଶ୍ୱର ଓ ଜେନେରାଲ ମ୍ୟାନେଜର, ଏକ୍ରାମ ଡିଭିଜନ ପକ୍ଷରୁ ପ୍ରେରିତ ହୋଇଥିଲେ ମଧ୍ୟ ଦୀର୍ଘ ୬ ମାସ ମଧ୍ୟରେ କୋଣସି କାର୍ଯ୍ୟାନୁଷ୍ଠାନ. ଗ୍ରହଣ କରା ଯାଇ ନଥିବାରୁ 

You might also like
error: Content is protected !!