ବାଲିଗୁଡା ରେ ପ୍ରବଳ ପବନ ସହ ଲଗାଣ ବର୍ଷା, ଚାଷୀଙ୍କ ମୁହଁରେ ହସ: ଗରମ ଗୁଳୁଗୁଳିରୁ ଆଶ୍ବସ୍ତି

ବାଲିଗୁଡା,୦୭/୦୬:(ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ହଠାତ ପ୍ରବଳ ପବନ ସହ ଲଗାଣ ବର୍ଷା ଶନିବାର ସନ୍ଧ୍ୟାରେ ଦେଖିବାକୁ ମିଳିଛି। ଏପରିକି ଏହା ପ୍ରାକ ମୌସୁମୀ ବର୍ଷା ବୋଲି ମଧ୍ୟ କୁହାଯାଉଛି। ଅଞ୍ଚଳରେ ଗତ କିଛି ଦିନ ହେଲା ଗରମ ସାଙ୍ଗକୁ ଗୁଳୁଗୁଳି ରହିଥିବା ବେଳେ ଏହି ବର୍ଷା ଯୋଗୁ ଲୋକଙ୍କୁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।ଏହି ବର୍ଷା ଯୋଗୁଁ ସ୍ଥାନୀୟ ବସଷ୍ଟାଣ୍ଡରେ ଥିବା ମହିଳା ଶୌଚାଳୟ ପାଖାପାଖି ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି କୁଆଡେବାଲିଗୁଡା ରେ ପ୍ରବଳ ପବନ ସହ ଲଗାଣ ବର୍ଷା, ଚାଷୀଙ୍କ ମୁହଁରେ ହସ: ଗରମ ଗୁଳୁଗୁଳିରୁ ଆଶ୍ବସ୍ତିବାଲିଗୁଡା ରେ ପ୍ରବଳ ପବନ ସହ ଲଗାଣ ବର୍ଷା, ଚାଷୀଙ୍କ ମୁହଁରେ ହସ: ଗରମ ଗୁଳୁଗୁଳିରୁ ଆଶ୍ବସ୍ତିବାଲିଗୁଡା ରେ ପ୍ରବଳ ପବନ ସହ ଲଗାଣ ବର୍ଷା, ଚାଷୀଙ୍କ ମୁହଁରେ ହସ: ଗରମ ଗୁଳୁଗୁଳିରୁ ଆଶ୍ବସ୍ତି ଯାଇ ନ ପାରି ଜାମ ହୋଇ କୁତ୍ରିମ ହ୍ରଦ ସୃଷ୍ଟି କରିଥିଲା l ବର୍ଷା ଯୋଗୁଁ ଅଭାବୀ ଜଳ ପୂରଣ ହୋଇ ପାରିଥିବା ବେଳେ ଉଦ୍ୟାନୀ ଚାଷୀଙ୍କୁ ଏହି ବର୍ଷା ଫାଇଦା ଯୋଗାଇ ପାରିବ। ବର୍ଷା ଅଭାବରୁ ପନିପରିବା ଅଞ୍ଚଳରେ ଅଭାବ ଦେଖା ଯାଇଥିବା ବେଳେ ଗଞ୍ଜାମ ଜିଲା ଉପରେ ନିର୍ଭର କରିବାକୁ ପଡୁଛି। ସେହିପରି ପାରମ୍ପରିକ ହଳଦୀ, ଅଦା, କାନ୍ଦୁଲ ଚାଷ ପାଇଁ ବର୍ଷା ଫାଇଦା ହେବ ବୋଲି ପ୍ରମୁଖ ଚାଷୀ ମାନେ ପ୍ରକାଶ କରିଛନ୍ତି।

You might also like
error: Content is protected !!