କରୋନା_ଛୁଇଁଲା_କଟକ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

କଟକ ସହରରେ ଜଣେ କୋଭିଡ୍ ଆକ୍ରାନ୍ତ ଚିହ୍ନଟ
ସୂଚନା ଦେଲେ କଟକ ସିଡିଏମ୍ଓ ପ୍ରଶାନ୍ତ ହୋତା
ଆକ୍ରାନ୍ତ ୪୪ ବର୍ଷୀୟ ବ୍ୟକ୍ତିଙ୍କ କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନଥିବା ସୂଚନା
ଥଣ୍ଡା, ଜ୍ବରରେ ଆକ୍ରାନ୍ତ ପରେ ଟେଷ୍ଟରେ ପଜିଟିଭ୍ ସୂଚନା
ଆକ୍ରାନ୍ତ ଜଣଙ୍କ ଏବେ ହୋମ୍ କ୍ବାରେଣ୍ଟିନରେ ଅଛନ୍ତି

You might also like
error: Content is protected !!