ପୁରୁଷୋତ୍ତମପୁର ପ୍ରାଇସ କୋଚିଙ୍ଗ ସେଣ୍ଟର ର +2 ରେ ଶତପ୍ରତିଶତ ସଫଳତା 

ପୁରୁଷୋତ୍ତମ‌ପୁର,(ପ୍ରସନ୍ନ କୁମାର ଦାସ):-

ପୁରୁଷୋତ୍ତମପୁର +2 ବିଜ୍ଞାନ ପ୍ରାଇସ କୋଚିଙ୍ଗ ସେଣ୍ଟର ପ୍ରଥମ ବର୍ଷ ରେ ଗୌରମୟ ସତ ପ୍ରତିଶତ ସଫଳତା। ହାସଲ କରିଛି ||ପୁରୁଷୋତ୍ତମପୁର ପ୍ରାଇସ କୋଚିଙ୍ଗ ସେଣ୍ଟର ର +2 ରେ ଶତପ୍ରତିଶତ ସଫଳତା 

ଏହି ଅନୁଷ୍ଠାନ ତାର ପ୍ରଥମ ଚେଷ୍ଟା ରେ ବହୁ ସଫଳତା ହାସଲ କରିଛି । ଏଥିରେ ପ୍ରାୟ ୮୨% ଛାତ୍ର, ଛାତ୍ରୀ ପ୍ରଥମ କ୍ଲାସ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥି ମଧ୍ୟରୁ ମନିଷା ସାହୁ +୨ ବିଜ୍ଞାନ ରେ ୪୯୦ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏବଂ G ପପୁନ ଦୋରା ୪୭୨ ମାର୍କ ରଖି ଦୂତ୍ୟୟ ସ୍ଥାନ ଅଧିକାର କରିଛନ୍ତି । ଏଥିରେ ଅଭିଭାବକ , ଶିକ୍ଷକ, ଛାତ୍ର ଛାତ୍ରୀ ସ୍ଥାନୀୟ ଅଞ୍ଚଳ ରୁ ବିଭିନ୍ନ ବୁଦ୍ଧି ଜୀବି ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି। ଏହି ଅନୁଷ୍ଠାନ ର ମୁଖ୍ୟ ମଳୟ କୁମାର ଚାନ୍ଦ ଏବଂ ଅନ୍ୟାନ୍ୟ କର୍ମ କର୍ତ୍ତା ଙ୍କ ମଧ୍ୟ ରେ ଶିଶିର ପଣ୍ଡା, ଦେବହରି ଗୌଡ଼, ଅଜିତ ମୁଦୁଲି , ରାମ ଚନ୍ଦ୍ର ବେହେରା, ଜଗନ୍ନାଥ ସାହୁ , ଅଜୟ ଚାନ୍ଦ, କେ ଦଣ୍ଡପାଣି ରେଡ୍ଡୀ ଶିକ୍ଷକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଦିନରେ ଛାତ୍ର ଛାତ୍ରୀ ମାନଙ୍କୁ କେରିଏର

 ରେ ଅଧିକ ସଫଳତା ମିଳିବ ସେ ଦିଗରେ ଆଲୋଚନା କରିଛନ୍ତି।

Smart Computer Ad
You might also like
error: Content is protected !!