ପୁରୁଷୋତ୍ତମପୁର ସରସ୍ୱତୀ ଶିଶୁ ମନ୍ଦିର ର ମାଟ୍ରିକ ପରୀକ୍ଷାରେ ଶତପ୍ରତିଶତ ସଫଳତା

ପୁରୁଷୋତ୍ତମପୁର ସରସ୍ୱତୀ ଶିଶୁ ମନ୍ଦିର ର ମାଟ୍ରିକ ପରୀକ୍ଷାରେ ଶତପ୍ରତିଶତ ସଫଳତା

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ସରସ୍ୱତୀ ଶିଶୁମନ୍ଦିର ରେ ଶିକ୍ଷା ବର୍ଷ2024-25 ରେ ମୋଟ 31ଜଣ ଛାତ୍ର, ଛାତ୍ରୀ ପରୀକ୍ଷା ଦେଇଥିଲେ ।ଏଥିରେ A1-01,A2-05,B1-15,B2-07,C-03 ଜଣ କୃତୀତ୍ବ ହାସଲ କରିଛନ୍ତି । କୃତୀ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା, କୋଷାଧ୍ଯକ ଶ୍ରୀଯୁକ୍ତ ରାଜକିଶୋର ସାସମଲ, ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ ପୁରସ୍କାର ପ୍ରଦାନ କରି ଉତ୍ସ|ହିତ କରିଥିଲେ ‌ ।ଏଥୁରେ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ। ଶିଶୁ ଭାଇ ଓ ଭଉଣୀ ଗୁରୁଜୀ ଗୁରୁମା ଙ୍କ କାର୍ଯ୍ୟଦକ୍ଷତା ଓ ସ୍ନେହ ଶ୍ରଦ୍ଧା ବିଷୟ ରେ ଅତିସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ ଓ ନିଜର ଅନୁଭୂତି ଉପସ୍ଥାପନ କରିଥିଲେ । ଏହି ଅନୁଷ୍ଠାନ ସମସ୍ତ ଙ୍କ ସହଯୋଗ ରେଛାତ୍ର, ଛାତ୍ରୀ ମାନେ ପ୍ରତିବର୍ଷ ଏହିପରି ସଫଳତା ପ୍ରଦାନ କରିଥାନ୍ତି । ଯାହାକି ଅନ୍ୟ ଅନୁଷ୍ଠାନ ଅପେକ୍ଷା ଯଥେଷ୍ଟ ବେଶୀ ରହୁଛି । ସେଥିପାଇଁ ଅଭିଭାବକ ମାନେ ଗୁରୁଜୀ ଗୁରୁମାଙ୍କୁ ସର୍ବ ଶ୍ରେୟ ପ୍ରଦାନ କରିଥାନ୍ତି ।

Smart Computer Ad
You might also like
error: Content is protected !!