ରାଜଧାନୀରୁ ଦେଢ଼ ବର୍ଷ ଶିଶୁପୁତ୍ର ଅପହରଣ ଘଟଣାସାମ୍ନାକୁ ଆସିଲା

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ରାଜଧାନୀରୁ ଦେଢ଼ ବର୍ଷ ଶିଶୁପୁତ୍ର ଅପହରଣ ଘଟଣା ସାମ୍ନାକୁ ଆସିଲା ଅପହରଣ ବେଳର ସିସିଟିଭି ଚିତ୍ର ଜଣେ ବ୍ୟକ୍ତି ଶିଶୁ ପୁତ୍ରକୁ ନେଉଥିବା ଦେଖାଯାଉଛି ସିସିଟିଭି ଫୁଟେଜକୁ ବିଭିନ୍ନ ରାଜ୍ୟ ପୋଲିସକୁ ପଠାଯାଇଛି ରାଜ୍ୟ ବାହାରକୁ ଯାଇଛି କମିଶନରେଟ ପୋଲିସର ଏକ ଟିମ ଗତ ଶନିବାର ରାମମନ୍ଦିର ଆଗରୁ ଅପହରଣ ହୋଇଥିଲା l