ଥରେ ଆମେରିକା ର କିଛି ଲୋକଙ୍କୁ ପଚାରା ଗଲା କି ଲୋଡ୍ ଜଗନ୍ନାଥଙ୍କ ଅସ୍ତିତ୍ୱ କଣ । ବାସ୍ ସେମାନେ ହସିଦେଲେ । ତାପରେ ପଚାରା ଗଲା ଯେ ତମେ ତୋ ପୃଥିବୀ ର ଏକ ନମ୍ୱର ଶକ୍ତିଶାଳୀ ରାଷ୍ଟ୍ର ତମେ କଣ ସବୁକିଛି କରିପାରିବ । ସେମାନେ ଗର୍ଵ ଅହଙ୍କାର କରି କହିଥିଲେ ଯେ । ସେହି ଆମେରିକା ଲୋକଙ୍କ ଜବାବ୍ ଥିଲା ଜଦି ପ୍ରକୃତିକୁ ବି ଆମକୁ ବଦଳାଇବାକୁ ପଡିବ ନା ତାହାଲେ ସେହି ପ୍ରକୃତିକୁ ବି ଆମେ ବଦଳାଇକି ରଖିଦେବୁ। ତାହାର ପରିଣାମ କଣ ହେଲା ଆମେରିକାର ସବୁଠୁ ବଡ଼ ସହର ଲସ୍ ଆଞ୍ଜେଲସ୍ ରେ ନିଆଁ ଲାଗି ସବୁକିଛି ବର୍ବାଦ୍ ହେଇଗଲା ସେ ନିଆଁରେ ସବୁ କିଛି ଜଳି ପଡି ଧ୍ୱଂସ ହୋଇଗଲା । ଆମେରିକାରେ ସବୁଠାରୁ ଧନୀ ଲୋକଙ୍କ ପାଖରେ ରହିବା ପାଇଁ ଆଜି ଘର, ଖାଦ୍ୟ କିଛି ନାହିଁ । ସେମାନଙ୍କ ର ଗର୍ଵ ଅହଙ୍କାର ସବୁ ମାଟିରେ ମିଶିଯାଇଛି।