କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ) ଜିଲ୍ଲା ଅଦାଲତର ନୂତନ କୋଠା କୋର୍ଟ ପରିସରରେ ଠିଆ ହେବାକୁ ଯାଉଛି l ପୁରୁଣା କୋଠା ଭଙ୍ଗାଯିବ l ଏହି ଅବସରରେ ସଙ୍ଗଠନର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି l ସଭାପତି ନୟନ ଚନ୍ଦ୍ର ମହାପାତ୍ର,ଉପ ସଭାପତି ରାମ ପ୍ରସାଦ ପଣ୍ଡା, ସଂପାଦକ ବିରଞ୍ଚି ନାରାୟଣ ମହାପାତ୍ର, ଯୁଗ୍ମ ସଂପାଦକ ଗିରିଜା ଶଙ୍କର ବେହେରାଙ୍କୁ ଆଇନଜୀବୀ ପ୍ରମୁଖ ସମ୍ବର୍ଦ୍ଧନା ଦେଇଛନ୍ତି l ବରିଷ୍ଠ ଆଇନଜୀବୀ ମୋହନ ସିଙ୍ଗାରି , ପୀତବାସ ପଣ୍ଡାଙ୍କ ସମେତ ଅନ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ l

You might also like
error: Content is protected !!