ଏଣିକି ମାଟ୍ରିକ ପ୍ରଶ୍ନପତ୍ରରେ ବାର କୋଡ ରହିବ

ଖୋର୍ଦ୍ଧା(ସଞ୍ଜୀବ କୁମାର):-ଦଶମ ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ବୋର୍ଡର ପଦକ୍ଷେପ। । ନମ୍ବରିଂ କରାଯିବ ଦଶମ ଶ୍ରେଣୀ ପରୀକ୍ଷା ପଶ୍ନପତ୍ରନମ୍ବରିଂ କରାଯିବା ସହ ପ୍ରଶ୍ନପତ୍ରରେ ଲାଗିବ ୱାଟର ମାର୍କ

  • ବାର୍ କୋଡ୍‌ ସହ ସିକ୍ୟୁରିଟି କୋଡ୍ ମଧ୍ୟ ରହିବ
  • ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ, କେଉଁଠୁ ହୋଇଛି ଜଣାପଡ଼ିବ
  • ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ସୂଚନା
You might also like
error: Content is protected !!