୯କୋଟିର ସୁନା ବିସ୍କୁଟ ଜବତ: ୨ଗିରଫ

ଖୋର୍ଦ୍ଧା ଜିଲ୍ଲା l ସଞ୍ଜୀବ କୁମାର ll ବିଶାଖାପାଟଣାରୁ ୮.୯୮ କୋଟି ଟଙ୍କାର ସୁନା ବିସ୍କୁଟ ଜବତ; ୨ ଗିରଫ l NHରେ ପାଟ୍ରୋଲିଂ ବେଳେ ଜବତ କଲା DRI; ୨ ଜଣଙ୍କୁ ବାନ୍ଧିଲା -କୋଲକାତାରୁ ହାଇଦ୍ରାବାଦ ଯାଉଥିବା ବେଳେ ବିଶାଖାପାଟଣାରେ ଜବତ -ଗୁପ୍ତ ଚାମ୍ବରରେ ତିନୋଟି ପ୍ୟାକେଟରେ ଚାଲାଣ ହେଉଥିଲା ସୁନା ବିସ୍କୁଟ୍ଜ ଜବତ ସୁନାର ଓଜନ ୫୮୩୨.୯୦ ଗ୍ରାମ ରହିଥିବା ଜଣାପଡିଛି l

Smart Computer Ad
You might also like
error: Content is protected !!