ମାଟିର କଳାକୁ ବଞ୍ଚାଇ ରଖିଥିବା ଜଣେ ନିରବ ଶିଳ୍ପୀ
ବ୍ରହ୍ମପୁର: ସହରର ବ୍ୟସ୍ତ ରାସ୍ତା କଡ଼ରେ ବସିଛନ୍ତି ଜଣେ ବୃଦ୍ଧ ଶିଳ୍ପୀ। ତାଙ୍କ ହାତରେ ରଙ୍ଗ, ମନରେ ସୃଜନଶୀଳତା ଓ ଜୀବନରେ ଅନେକ ସଂଘର୍ଷ। ଛୋଟ ଛୋଟ ମାଟିର ପୁତୁଳ, ବାଘ, ଗାଈ ଓ ଭଗବାନଙ୍କ ମୂର୍ତ୍ତିକୁ ସେ ନିଜ ହାତରେ ରଙ୍ଗ ଲଗାଇ ସଜାଉଛନ୍ତି।
Photo: Bichitra Sahu
ଏହି କଳା!-->!-->!-->!-->!-->…