ବାଲିଗୁଡ଼ାରେ ବିଜେଡିର ସାଙ୍ଗଠନିକ ପୁନର୍ବିନ୍ୟାସ୧୦ ଜଣିଆ ସମନ୍ୱୟ କମିଟି ଗଠିତ; ବ୍ଲକ୍‌ ଓ ଏନ୍‌ଏସି ଦାୟିତ୍ୱରେ…

ବାଲିଗୁଡ଼ା, ତା. ୨୧/୦୯: ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡ଼ା ବିଧାନସଭା ମଣ୍ଡଳୀରେ ବିଜୁ ଜନତା ଦଳ (ବିଜେଡି)ର ସାଙ୍ଗଠନିକ କାର୍ଯ୍ୟକଳାପକୁ ନୂଆ ଗତି ଦେବା ପାଇଁ ୧୦ ଜଣିଆ ସମନ୍ୱୟ କମିଟି ଗଠନ କରାଯାଇଛି। ଦଳୀୟ ସ୍ତରରେ ବ୍ଲକ୍‌ଠାରୁ ତୃଣମୂଳସ୍ତର ପର୍ଯ୍ୟନ୍ତ ସମନ୍ୱୟ ବଢ଼ାଇବା ଓ…

ବାଲିଗୁଡ଼ାରେ ପ୍ରକାଶ ପାଇଲା SIR-୨୦୨୬ ଚୂଡ଼ାନ୍ତ ଭୋଟର ତାଲିକାସ୍ୱତନ୍ତ୍ର ସଘନ ପୁନର୍ବୀକ୍ଷଣ ପ୍ରକ୍ରିୟା ସମ୍ପନ୍ନ,…

ବାଲିଗୁଡ଼ା,୨୧/୦୯: ସୁକାନ୍ତ କୁମାର ତ୍ରିପାଠୀ ଗଣତନ୍ତ୍ରର ମୂଳ ଆଧାର ହେଉଛି ମତଦାତା ଓ ତାଙ୍କର ମତାଧିକାର। ଏହି ମତାଧିକାରକୁ ଅଧିକ ସୁସଂଗଠିତ ଓ ନିର୍ଭୁଲ କରିବା ଉଦ୍ଦେଶ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ପୁନର୍ବୀକ୍ଷଣ (Special Intensive Revision–SIR)–୨୦୨୬ ପ୍ରକ୍ରିୟାର ଚୂଡ଼ାନ୍ତ…

ତୁମୁଡ଼ିବନ୍ଧରେ ଏକ ଇଚର ଗାଡ଼ିରୁ ୧୧୪୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ — ଆନୁମାନିକ ମୂଲ୍ୟ ୧ କୋଟି ୧୪ ଲକ୍ଷ ଟଙ୍କା

ତୁମୁଡ଼ିବନ୍ଧ, ତା. ୨୦/୦୯: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ପୁଲିସର ଅଭିଯାନକୁ ମିଳିଛି ବଡ଼ ସଫଳତା। ତୁମୁଡ଼ିବନ୍ଧ ଥାନା ଅଞ୍ଚଳର ବାଣ୍ଡିକା ଛକ ନିକଟସ୍ଥ ଖମଣପଡ଼ା ଗ୍ରାମ ନିକଟରେ ଚଢ଼ାଉ କରି ପୁଲିସ ଏକ ଇଚର ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ…

ଦୁଇ ବର୍ଷ ହେଲା ମରାମତି ହୋଇନି ସିଖରଗୁଡି ସ୍କୁଲର ଟିଣ ଛପର

ଚନ୍ଦ୍ରପୁର I ରାୟଗଡ଼ା ଜିଲ୍ଲା I କୈଳାସ ମାଳବିଶୋଇ I ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ଅନ୍ତର୍ଗତ ବିଜାପୁର ପଞ୍ଚାୟତର ସିଖରଗୁଡି ପ୍ରାଥମିକ ବିଦ୍ୟାଳୟର ଟିଣ ଛପର ପବନ ଓ ବର୍ଷାରେ ଉଡ଼ିଯାଇଥିବା ଅଭିଯୋଗ ହୋଇଛି। ଛପର ଉଡ଼ିଯିବାର ପ୍ରାୟ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ…

ବର୍ଷ ହେଲା ଖାଲଖମାରେ କେରେଞ୍ଜା ଠାରୁ ପଣସପଦର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତାମରାମତି ପାଇଁ ଅଭିଯୋଗ ସତ୍ତ୍ୱେ…

ଚନ୍ଦ୍ରପୁର,(କୈଳାସ ମାଳବିଶୋଇ):- ଚନ୍ଦ୍ରପୁର: ୧୯/୦୯ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ଅନ୍ତର୍ଗତ ଡାଙ୍ଗସୋରଡା ଗ୍ରାମ ପଞ୍ଚାୟତର ଚନ୍ଦ୍ରପୁର ବ୍ଲକ୍ ର ଦୁର୍ଗମ ଇଲାକା ସାବତ ପୁଅ ଭଳି ରହିଥିବା ଅଞ୍ଚଳ ଯାହାକି କେରେଞ୍ଜା ଠାରୁ ପଣସପଦରକୁ ସଂଯୋଗ କରୁଥିବା ପ୍ରାୟ ୯ କିଲୋମିଟର…

ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ସସ୍‌ପେଣ୍ଡ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ବ୍ରହ୍ମପୁର ଜେଲ୍‌ ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ସସ୍‌ପେଣ୍ଡ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଆଦେଶନାମା ଜାରି ବିକ୍ରମ ପଣ୍ଡାଙ୍କୁ ଫୋନ୍ ଦେବା ଅଭିଯୋଗରେ ସସ୍‌ପେଣ୍ଡ ଫୋନ୍‌ରେ ସାକ୍ଷୀଙ୍କୁ ପ୍ରଲୋଭନ ଓ ଧମକ ଦେବା ଅଭିଯୋଗ

ଗଭୀର ଅବପାତକୁ ନେଇ ଗଞ୍ଜାମରେ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି

ଛତ୍ରପୁର,(ବିଚିତ୍ରସାହୁ):- ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏନେଇ ଏକ…

ରାଜ୍ୟ ସ୍ତରୀୟ ରେସଲିଙ୍ଗ (କୁସ୍ତି) ରେ ରୌପ୍ୟ, କାସ୍ୟ ପଦକ ଜିତିଲେ ; ଅର୍ଚିତା ଏବଂ ଅଞ୍ଜନା

ଦିଗପହଣ୍ଡି I ଜଗନ୍ନାଥ ନାୟକ I ରାଜ୍ୟ ସ୍ତରୀୟ ବିଦ୍ୟାଳୟ କ୍ରୀଡାରେ ରୌପ୍ୟ ଓ କାସ୍ୟ ପଦକ ଜିତିବା ସହ ଦିଗପହଣ୍ଡି ବ୍ଲକ ଏବଂ ଗଞ୍ଜାମ ଜିଲ୍ଲାକୁ ଅର୍ଚିତା ସେଠି ଓ ଅଞ୍ଜନା ଗୌଡ଼ ଗୌରବାନ୍ବିତ କରିଛନ୍ତି l ଗତ 18 ରୁ 20 ତାରିଖ ମଧ୍ୟରେ ପୁରୀ ଜିଲ୍ଲା ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ…

୧୧ତମ ଜାତୀୟ ଆୟୁର୍ବେଦ ଦିବସ ଅବସରରେ ଗୁରୁଣ୍ଠିରେ ମାଗଣା ସ୍ୱାସ୍ଥ୍ୟ ଶିବିର

ବ୍ରହ୍ମପୁର | ଗଂଜାମ ଜ଼ିଲ୍ଲା | ଗୁରୁଣ୍ଠି | ବିଚିତ୍ର ସାହୁ ||୧୧ତମ ଜାତୀୟ ଆୟୁର୍ବେଦ ଦିବସ ଅବସରରେ ରବିବାର ଗୁରୁଣ୍ଠି ସରପଞ୍ଚ କାର୍ଯ୍ୟାଳୟଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଶିବିରଟି ସକାଳ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଚାଲିଥିଲା। ଚଳିତ ବର୍ଷର ଥିମ୍ “ସୁସ୍ଥ…

ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର | ପିଆଇବି ||ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇଚି-ନାଗୋୟାଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରୁଥିବା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଭାରତର ପ୍ରତିନିଧିତ୍ୱ କରୁଥିବା ପ୍ରତ୍ୟେକ ଆଥଲେଟ୍ ଅବିଶ୍ୱସନୀୟ ଭାବେ କଠିନ ପରିଶ୍ରମ…
error: Content is protected !!