ଘରେ କିପରି ମହାପ୍ରଭୁଙ୍କ ଅଣସର ନୀତି କରିବେ?

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ୧. ପୂଜା କରୁଥିବା ବ୍ୟକ୍ତି ଛଡା ଅନ୍ୟ କେହି ମହାପ୍ରଭୁଙ୍କ ଦର୍ଶନ କରିବେ ନାହିଁ। ୨. ଯଦି ମହାପ୍ରଭୁଙ୍କ ବିଗ୍ରହ ଥାଏ ତାଙ୍କୁ ଅଣସର ଗୃହରେ ରଖିବା ଓ ଯଦି …

ମୋବାଇଲ୍ ହସ୍ତାନ୍ତର ମେଳା ଆୟୋଜିତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଚୋରି ଓ ହଜିଯାଇଥିବା ମୋବାଇଲ୍ ଫେରି ପାଇଲେ ଅଭିଯୋଗକାରୀ, ଭୁବନେଶ୍ବର କମିସନରେଟ ପୋଲିସ ପକ୍ଷରୁ ମୋବାଇଲ୍ ମେଳା ହସ୍ତାନ୍ତର ମେଳା ଆୟୋଜିତ, ଏହି ଅବସରରେ ପୋଲିସ କମିଶନର ଓ ଭୁବନେଶ୍ବର DCP ଉପସ୍ଥିତ ଥିଲେ

ଆର,ଉଦୟଗିରିରେ ବିକାଶ ରଥ ପରିକ୍ରମା

ଆର,ଉଉଦୟଗିରି(ମନୋଜ ପାଢୀ):- - ମୋହନ ସରକାରଙ୍କ ଏକ ବର୍ଷ ପୂତ୍ତି ଅବସରରେ ଆର,ଉଦୟଗିରି ବ୍ଳକର ବିଭିନ୍ନ ପଞ୍ଚାୟତରେ ବିକାଶ ରଥ ପରିକ୍ରମା କରିଥିଲେ । ସଦର ପଞ୍ଚାୟତରେ ବିଡିଓ, ନିର୍ବାଚନ ଜନ ପ୍ରତିନିଧି, ଅଙ୍ଗନବାଡି, ଆଶା କର୍ମୀ ମିଶି ବିକାଶ ରଥକୁ ସ୍ବାଗତ କରିଥିଲେ । ବିଡିଓ ପତାକା…

ଆଦିବାସୀ ଅଧ୍ୟୁଷିତ ମୋହନା ଥାନା ଅଂଚଳରେ ନାବାଳିକାକୁ ୬୦ ବର୍ଷର ବୃଦ୍ଧ ମାମୁର ଦୁଷ୍କର୍ମ

ଆର,ଉଦୟଗିରି,(ମନୋଜ ପାଢୀ):- 60 ବର୍ଷର ବୃଦ୍ଧ ତଥା ସମ୍ପର୍କୀୟ ମାମୁ ଜଣେ ନାବାଳିକା ଭାଣିଜୀକୁ ଦୁଷ୍କର୍ମ କରିଥିବା ଏକ ଖବର ହସ୍ତଗତ ହୋଇଛି. ଘଟଣାଟି ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଘଟିଛି.ଏହି ଘଟଣା ନେଇ ପରିବାର ଲୋକେ ମୋହନା ଥାନାରେ ଅଭିଯୋଗ କରିଛନ୍ତି I ଘଟଣାରୁ ପ୍ରକାଶ,…

ଜଗଦଳପୁର ପଞ୍ଚାୟତ ରେ ବିକାଶ ବାହନ ର ରଥ ଶୁଭାରମ୍ଭ

କୁକୁଡାଖଣ୍ଡି,(ଇ.ରଞ୍ଜନ):- କୁକୁଡାଖଣ୍ଡି: ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ କୁକୁଡାଖଣ୍ଡି ବ୍ଲକ ଅଧିନସ୍ଥ ଜଗଦଳପୁର ପଞ୍ଚାୟତ ପରିସରରେ ଆଜି ବିକାଶ ବାହନ ରଥ ଶୁଭାରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଟି ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ବୁଗୁଡ଼ା ବିରଞ୍ଚି ନାରାୟ ମନ୍ଦିର ପରିଦର୍ଶନ କଲେ ଦକ୍ଷିଣାଞ୍ଚଳ ଆର ଡି ସି

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ): ଆଜି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଗସ୍ତ କରିଛନ୍ତି ଦକ୍ଷିଣାଞ୍ଚଳ ଆର ଡି ସି ରୁପମ ରୋଶନ ସାହୁ l ଆରଡ଼ିସି ଙ୍କ ଗ୍ରସ୍ତ ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ସାମିଲ ଥିବା ବେଳେ ସେ ପ୍ରଥମେ ବୁଗୁଡ଼ା ତହସିଲ କାର୍ଯ୍ୟାଳୟ ରେ ଉଭୟ ପହଞ୍ଚି…

ଗଜପତି ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ ସରକାର ଟ୍ରେନ ଓ ବସ ରେ ମାଗଣାରେ ଯାତାୟାତ କରିବାକୁ…

ଆର,ଉଦ଼ଗିରି,(ମନୋଜ ପାଢୀ):- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ଆଦେଶ କ୍ରମେ ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଙ୍କ, ଜିଲ୍ଲା କଂଗ୍ରେସ ଉପ-ସଭାପତି ଗରୁଡ ଧ୍ଵଜ ଚୌଧୁରୀ ପୂର୍ବତନ ଉପ ନଗର ପାଳ…

ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରଭାବୀ ଓ ତ୍ୱରିତ ସହାୟତାର ଆଶ୍ୱାସନା ଦେଲେ

ଭୁବନେଶ୍ୱର,(ପିଆଇବି):- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦରେ ହୋଇଥିବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ଏହି ଘଟଣା ପୁରା ଦେଶକୁ ସ୍ତବ୍ଧ ଏବଂ ଦୁଃଖୀ କରିଦେଇଛି । ସେ କହିଛନ୍ତି, ଏହି ଘଟଣା ଏତେ ହୃଦୟ ବିଦାରକ ଯେ ଶବ୍ଦରେ ବର୍ଣ୍ଣନା…

୨୦୨୫ ଅନ୍ତର୍ଜାତୀୟ ଯୋଗ ଦିବସ କେବଳ ଏକ ମାଇଲଖୁଣ୍ଟ ନୁହେଁ, ଏହା ଏକ ବୈଶ୍ବିକ ଆନ୍ଦୋଳନ: କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀ…

ଭୁବନେଶ୍ୱର,(ପିଆଇବି):-  ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ (IDY) ପାଇଁ ଶୁଭ ଉଦଘାଟନର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ୨୦୨୫ ମସିହାର ମହାନ ସମାରୋହର ଆନୁଷ୍ଠାନିକ ଆରମ୍ଭ । ୨୧ ଜୁନରେ ଆନ୍ଧ୍ରପ୍ରଦେଶର…

ବୁଝାମଣାପତ୍ର ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଗବେଷଣା ପାଇଁ ଶିଳ୍ପ-ଶିକ୍ଷା ସହଭାଗୀତାକୁ ବିସ୍ତାର କରାଯାଇଛି

ଭୁବନେଶ୍ୱର,(ପିଆଇବି):- ବୈଜ୍ଞାନିକ ତଥା ଔଦ୍ୟୋଗିକ ଗବେଷଣା ପରିଷଦ - ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ସିଏସଆଇଆର-ଆଇଏମଏମଟି) ଦ୍ୱାରା ରେଡ୍‌ ମଡ୍ ରିପୋର୍ଟ ପ୍ରକାଶନ ବୈଠକ ଆୟୋଜିତ ହୋଇଛି। ଏହା ରେଡ୍‌ ମଡର ସାମଗ୍ରିକ ବ୍ୟବହାର ପାଇଁ ପ୍ରଯୁକ୍ତିବିଦ୍ୟା ବିକାଶ ଉପରେ ଜାତୀୟ …
error: Content is protected !!