କେନ୍ଦ୍ରୀୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତ

ଆର,ଉଦୟଗିରି(ମନୋଜ ପାଢୀ):- କେନ୍ଦ୍ରୀୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶକ ,ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଶ୍ରୀଯୁକ୍ତ ସୁନୀଲ ସଚେଦେବ ଓ କେନ୍ଦ୍ରୀୟ ପ୍ରକଳ୍ପ ମନିଟରିଂ ୟୁନିଟ ଶ୍ରୀ ସଚିନ କୁମାର ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କାର୍ଯ୍ୟକାରୀ…

ବନ ବିଭାଗ ର ୭୬ ତମ ବନ ମହୋତ୍ସବ |

ଆର,ଉଦୟଗିରି(ମନୋଜ ପାଢୀ):- ମୋହନା ହିଲ ଟପ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରିଣୀ ଅଧ୍ୟାପିକା ରୀତା କୁମାରୀ ଶତପଥୀଙ୍କ ନେତୃତ୍ଵରେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ପରିସରରେ ଅମୃତଭଣ୍ଡା, ତେନ୍ତୁଳି, ନିମ୍ବ, ଆକାଶିଆ,ଗମ୍ଭାରୀ, ସଜନା, ପିଜୁଳି ଆଦି ଚ଼ାରା ରୋପଣ…

ଆଶାକର୍ମୀଙ୍କ ଆକ୍ରୋଶରୁ ବର୍ତ୍ତିଲେନି ସାମ୍ବାଦିକ

ଆର,ଉଦୟଗିରି(ମନୋଜ ପାଢୀ):- ଆଜି ଭାରତ ବନ୍ଦର ପ୍ରଭାବ ମୋହନାରେ ପଡ଼ିଥିବା ବେଳେ ମୁଖ୍ୟ ଜାତୀୟ ରାଜରାସ୍ତାରେ 326 A ରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି l ଏଥିରେ ଡାକ ସେବା ମଧ୍ୟ ପ୍ରଭାବିତ ହୋଇଛି l ମୋହନାରେ ହାଇସ୍କୁଲ ଛକରେ ଆନ୍ଦୋଳନକାରୀ ମାନେ ଦୋକାନ ବଜାର…

ଆଜି ଜୁଲାଇ ୧୦ର, ଆଷାଢ଼ ପୂର୍ଣ୍ଣିମା କଣ୍ଢେଇ ଯାତ୍ରା , ପ୍ରସ୍ତୁତି ଶେଷ

ବ୍ରହ୍ମପୁର,(ବିଚିତ୍ର ସାହୁ):- ବ୍ରହ୍ମପୁର ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ ସଂସ୍କୃତି ଆମ ପରମ୍ପରା ତରଫରୁ ଜୁଲାଇ ୧୦ତାରିଖ ଗୁରୁବାର ଖାସ୍ପାସାହି ଓ ଜଉରା ଠାରେ ଆଷାଢ଼ ପୂର୍ଣ୍ଣିମା କଣ୍ଢେଇ ଯାତ୍ରା ଅନୁଷ୍ଠିତ ହେବ ।ଏଥି ନେଇ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଠାକୁରାଣୀ ମନ୍ଦିର ନିକଟ…

ଏବିଭିପିର ୭୭ତମ ପ୍ରତିଷ୍ଠା ଦିବସ ପାଳନ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ଏବିଭିପିର ୭୭ତମ ପ୍ରତିଷ୍ଠା ଦିବସ ସାରା ଓଡ଼ିଶାରେ ପାଳନ କରାଯାଉଥିବା ବେଳେ ଘୁମୁସର ଜିଲ୍ଲା ବୁଗୁଡ଼ା ନଗର ପକ୍ଷରୁ ବୁଗୁଡ଼ା ପିପୁଲ୍ସ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ସ୍ବାମୀ ବିବେକାନନ୍ଦଙ୍କ ଫୋଟ କୁ ଦୀପ,ଧୂପ ଦେଇ ପୂଜାର୍ଚ୍ଚନା…

ହଠାତ୍ ପୋଲ ଦୁଇ ଫାଳ ୯ ମୃତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଗୁଜରାଟରେ ଭୁଶୁଡ଼ିଲା ପୋଲ; ୯ ମୃତ, ୧୦ ଗୁରୁତର ମହିସାଗର ନଦୀ ଉପରେ ଥିବା ପୋଲ ହଠାତ୍ ଦୁଇ ଫାଳ ପୋଲ ଉପରୁ ନଦୀକୁ ଖସି ପଡ଼ିଲା ୫ରୁ ଅଧିକ ଗାଡ଼ି ୯ ମୃତଦେହ ଉଦ୍ଧାର, ଗୁରୁତର ୧୦ ଜଣ ମେଡ଼ିକାଲରେ ଭର୍ତ୍ତି

କେଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବ୍ରହ୍ମପୁରରେ ଧର୍ମଘଟ ପାଳନ

ବ୍ରହ୍ମପୁର,(ବିଚିତ୍ର ସାହୁ):- ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ କର, ଚାଷୀ ଫସଲର ଲାଭଜନକ ଦର ପାଇଁ ଆଇନ ପ୍ରଣୟନ କର, ଦର କମାଅ, ସରକାରୀ ସମ୍ପତ୍ତି ବିକ୍ରୀ ବନ୍ଦକର, ଖାଲିପଦବୀ ପୂରଣ କରି ନିଯୁକ୍ତି ଦିଅ ସମେତ ୧୭ଦଫା ଦାବିରେ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଦେଶ…

ବଜ୍ରପାତ ପ୍ରତି ସାବଧାନ ଉପରେ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ

ଛତ୍ରପୁର,(ବିଚିତ୍ର ସାହୁ):- ବଜ୍ରପାତ ଓ ବିଜୁଳି ମାରିବା ଯୋଗୁଁ ଅନେକ ଧନ ଜୀବନ ନଷ୍ଟ ହେଉଛି ଏବଂ ଏଥିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯିବା ଉପରେ ରାଜ୍ଯ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶ କ୍ରମେ ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ…

ବ୍ରହ୍ମପୁରରେ ମିଶିବ ପଞ୍ଚାୟତ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ବ୍ରହ୍ମପୁର ମହାନଗର ନିଗମରେ ସାମିଲ ହେବ ଏବେ ପଞ୍ଚାୟତ l ଏହାକୁ ନଜରରେ ରଖାଯାଇ ମହାନଗର ନିଗମର ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି l ଡୁରା, ଗଉଞ୍ଜୁ, ଫୁଲଟା, ସlତକୁଟୁଣି , ଭାବିନିପୁର, ହଳଦିଆପଦର, ଜଗଦଲପୁର,ଲାଠି,ଅନନ୍ତେଇ,ନିମଖଣ୍ଡି,…
error: Content is protected !!